ଆଳୁ ଥିଲା ୨୯୦୦ ହେଲା ୯୦୦ !

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ତାହା ହେଲା। ନୂଆବର୍ଷରେ କମିଲା ଆଳୁ ଦର। ଯୋଗାଣ ବଢ଼ିବାରୁ ଆଳୁ ଦର କମିଛି। ନଭେମ୍ୱର ମାସରେ ଆଳୁ କ୍ୱିଣ୍ଟାଲ ପିଛା ଯାହା ଥିଲା ଏବେ ୭୦ ପ୍ରତିଶତ କମିଯାଇଛି ବୋଲି ଜଣାପଡ଼ିଛି। ନଭେମ୍ବରର ଶେଷ ସପ୍ତାହରେ ଆଳୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୯୦୦-୨,୭୫୦ ଟଙ୍କା ଥିଲା। ପଶ୍ଚିମବଙ୍ଗ କୋଲ୍ଡ ଷ୍ଟୋରେଜ୍ ଆସୋସିଏସନର ପୂର୍ବତନ ସଭାପତି ପବନ୍ ଦେ କହିଛନ୍ତି, ଏବେ ଦର କମିଛି। ନୂଆ ଫସଲ ବଜାରକୁ ଆସିଯାଇଛି। ଏବେ […]

POTTTO FARMER

POTTTO FARMER

Subhransu Sekhar
  • Published: Wednesday, 13 January 2021
  • Updated: 13 January 2021, 09:34 PM IST

Sports

Latest News

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ତାହା ହେଲା। ନୂଆବର୍ଷରେ କମିଲା ଆଳୁ ଦର। ଯୋଗାଣ ବଢ଼ିବାରୁ ଆଳୁ ଦର କମିଛି। ନଭେମ୍ୱର ମାସରେ ଆଳୁ କ୍ୱିଣ୍ଟାଲ ପିଛା ଯାହା ଥିଲା ଏବେ ୭୦ ପ୍ରତିଶତ କମିଯାଇଛି ବୋଲି ଜଣାପଡ଼ିଛି।

ନଭେମ୍ବରର ଶେଷ ସପ୍ତାହରେ ଆଳୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୯୦୦-୨,୭୫୦ ଟଙ୍କା ଥିଲା। ପଶ୍ଚିମବଙ୍ଗ କୋଲ୍ଡ ଷ୍ଟୋରେଜ୍ ଆସୋସିଏସନର ପୂର୍ବତନ ସଭାପତି ପବନ୍ ଦେ କହିଛନ୍ତି, ଏବେ ଦର କମିଛି। ନୂଆ ଫସଲ ବଜାରକୁ ଆସିଯାଇଛି। ଏବେ ବଜାରରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ତଳେ ଆଳୁ ଦର ରହିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଫସଲ ହୋଇଛି।

ଆଗ୍ରାର କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏଏମସି) ରେ ଆଳୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୫୦ ରୁ ୯୦୦ ଟଙ୍କା ମଧ୍ୟରେ ରହିଛି। ପଞ୍ଜାବ ଏବଂ ପଶ୍ଚିମବଙ୍ଗର ଅଧିକାଂଶ ବଜାରରେ ଆଳୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ତଳେ ରହିଛି। ଗତ ବର୍ଷ ଆଗ୍ରାରେ ୧,୨୫୦ ଟଙ୍କା, ପଞ୍ଜାବରେ ୧୬୦୦ ଟଙ୍କା ଏବଂ ବଙ୍ଗଳାରେ ୧,୫୦୦ ଟଙ୍କା ଥିଲା।

ଖାଉଟି ମନ୍ତ୍ରାଳୟ ଅନୁଯାୟୀ, ଗତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବା ବେଳେ ଏବେ କିଲୋ ପିଛା ୨୧ ଟଙ୍କା ରହିଛି। ମୁମ୍ବାଇରେ ୫୨ରୁ ୩୨ ଟଙ୍କାକୁ ଖସିଛି ଦର।

ସୂଚନାଯୋଗ୍ୟ, ଗତବର୍ଷ ଶେଷରେ ଆଳୁ ଦର ୫୦ ଟଙ୍କା ଟପିଥିଲା। ଯାହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଥିଲେ। ବଜାରରେ ଆଳୁ ଅଭାବ ଥିବାରୁ ଦର ବୃଦ୍ଧି ହୋଇଥିଲା ବୋଲି ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story