Advertisment

ରାଜ୍ୟରେ ଜାରି ରହିଛି ଆଳୁ ସଂକଟ

ମାର୍କେଟରେ ଆଳୁ ନାହିଁ, କେଜି ପିଛା 60 ପାର ହେଲାଣି।

author-image
Manoj Swain

ମାର୍କେଟରେ ଆଳୁ ନାହିଁ, କେଜି ପିଛା 60 ପାର ହେଲାଣି। ଯୋଗାଣ ମନ୍ତ୍ରୀ କହୁଛନ୍ତି, ସମସ୍ୟା ସମାଧନ ହୋଇଗଲା। ଏବେ 32ରୁ 34 ଟଙ୍କାରେ ମିଳୁଛି। ବେପାରୀ କଳାବଜାରୀ ବା ଚଢା ଦରରେ ବିକୁଥିଲେ କାର୍ଯ୍ୟାନୁଷ୍ଠାନ କଥା କହୁଥିଲେ। ହେଲେ ଜଣଙ୍କ ବିରୋଧରେ ବି ହୋଇନି କାର୍ଯ୍ୟାନୁଷ୍ଠାନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Potato Odisha