Advertisment

ଆଳୁ ପାଇଁ ପୁଣି ହାହାକାର !

କିଛି ଦିନ ଧରି ବଜାରରେ ଦର ଉଚ୍ଚା ରହିବା ପରେ ଦିନେ-ଦୁଇଦିନ ସାମାନ୍ୟ ଖସିଥିଲା, ଏବେ ହଠାତ୍ ଉଭାନ ହୋଇଯାଇଛି ଆଳୁ।

ଅଦ୍ୟତନ ହୋଇଛି
Advertisment

4 ଦିନ ହେଲା ଗୋଦାମକୁ ଆସିନି ଆଳୁ। ବଜାରରେ ଖାଉଟି ହେଲେଣି ହାଉ ହାଉ। ୟୁପି ଆଳୁ କିଣିବାକୁ ବେପାରୀ ଅମଙ୍ଗ। କାହିଁକି ନା ଏହା ଜଲଦି ନଷ୍ଟ ହୋଇଯାଉଛି। ଏହାରି ଭତରେ ଆଇଗଣିଆ ଆଳୁ ଗୋଦାମରେ ନାହିଁ ଆଳୁ। ଉତ୍ତରପ୍ରଦେଶ ଆଳୁ ଅଧିକ ଦିନ ରହୁନଥିବାରୁ ବ୍ୟବସାୟୀ ଆଣୁ ନାହାନ୍ତି। କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ବଜାରରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଲାଣି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Price Hike Potato Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe