ହାଇ ଫାଇ ଟେକ୍ନୋଲୋଜିରେ ବ୍ରଏଲର ଫାର୍ମିଂ। ନା ଅଛି ପରିବେଶ ପ୍ରଦୂଷଣର ଅଭିଯୋଗ ନା ଅଛି ଦୁର୍ଗନ୍ଧମୟ ପରିବେଶ। ଚକାଚକ ବାତାବରଣରେ ହେଉଛି କୁକୁଡ଼ା ଚାଷ। ଆଉ ଏହି ଚାଷ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର। ପାଖାପାଖି 20 ଜଣଙ୍କ ପେଟ ପୋଷି ହେଉଛି ଏହି ଫାର୍ମିଂରୁ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏବେ ଆରମ୍ଭ ହୋଇଛି ଇସି ଫାର୍ମିଙ୍ଗ ବା ଏନର୍ଭାମେଣ୍ଟାଲ କଣ୍ଟ୍ରୋଲ ଫାର୍ମିଙ୍ଗ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ଭୁବନେଶ୍ୱରରେ ସ୍ଥାପନ ହେବ ‘ଓମଫେଡ୍ ଭେଣ୍ଡିଂମେସିନ୍’
ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆଜି ଓଡ଼ିଶାରେ ପ୍ରଥମଥର ପାଇଁ ‘ମନସୁନ୍ ମିଟ୍’ ଆୟୋଜିତ ହୋଇଛି । ଓମଫେଡର ନୂଆ ଗୋଲ୍ଡ ପ୍ଲସ୍
Business
ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍
ଭିଡିଓ ପୋଷ୍ଟକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିବା ପରେ କ୍ଷମା ମାଗିଛନ୍ତି କେ ଆନ୍ନାମଲାଇ।
Business
ପିଆଜ କେଜି ୩୫ ଟଙ୍କା !
ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ ।
Business
କ୍ୟାନସର ମେଡିସନରୁ GST ହ୍ରାସ, ସ୍ୱାସ୍ଥ୍ୟ ବୀମା ପାଇଁ ଗଠନ ହେଲା ଜିଏମଓ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି।