ବର୍ଷରେ କିଛି ମାସ ପାଇଁ କେତେକ ଖାଦ୍ୟ ପଦାର୍ଥର ମୂଲ୍ୟ ବଢ଼ିଯାଏ। ଫସଲହାନୀ ହେଉ ବା ଯୋଗାଣ ଚାହିଦାରେ ସୃଷ୍ଟି ହେଉଥିବା ସାମୟିକ ସମସ୍ୟାକୁ ଦୂର କରିବା ହେଉ । ସେଥିପାଇଁ କେନ୍ଦ୍ର ସରକାର 2014-15ରୁ ପ୍ରାଇସ ଷ୍ଟାବିଲାଇଜେସନ୍ ସ୍କିମରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ଗଢ଼ିଛନ୍ତି। ଏଭଳି ସମୟରେ ବଜାର ଦରରେ ହସ୍ତକ୍ଷେପ କରିବା ପାଇଁ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ବା ପିଏସଏଫ୍ ରହିଛି।