୧୪ ହଜାର ଟଙ୍କାରୁ କମ୍‌ରେ ୨୪ ମେଗାପିକ୍ସେଲ୍‌ କ୍ୟାମେରା ଥିବା ଫୋନ୍‌

(ଓଡ଼ିଶା ରିପୋର୍ଟର): ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ଲଗାତାର ଆକର୍ଷଣୀୟ ଦାମରେ ବିଭିନ୍ନ ମଡେଲ୍‌ର ଫୋନ୍‌ ଭାରତୀୟ ବଜାରରେ ପ୍ରବେଶ କରାଉଛି। ଏହି କ୍ରମରେ କ୍ୟାମନ୍‌ ଆଇକ୍ଲିକ୍‌ ୨ ସ୍ମାର୍ଟଫୋନ୍‌ର ଘୋଷଣା କରିଛି ଏହି କମ୍ପାନୀ। ଏଥିରେ ରହିଛି ୨୪.୨ ମେଗା ପିକ୍ସେଲ୍‌ର କ୍ୟାମେରା ଯାହାକି ସାଧାରଣତଃ କେବଳ ଡିଜିଟାଲ୍‌ ଫୋନ୍‌ରେ ହିଁ ଉପଲବ୍ଧ ଥାଏ। ଏହି କମ୍ପାନୀର ପୂର୍ବ ମଡେଲ ‘କ୍ୟାମନ୍‌ ଆଇକ୍ଲିକ୍‌’ର ବିପୁଳ ସଫଳତା ପରେ ବଜାରକୁ ଆସିଥିବା ଆଇକ୍ଲିକ୍‌ ୨ର ଦାମ୍‌ ମଧ୍ୟ […]

iclick-2

iclick-2

Hemant Lenka
  • Published: Thursday, 04 October 2018
  • Updated: 04 October 2018, 08:45 PM IST

Sports

Latest News

(ଓଡ଼ିଶା ରିପୋର୍ଟର): ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ଲଗାତାର ଆକର୍ଷଣୀୟ ଦାମରେ ବିଭିନ୍ନ ମଡେଲ୍‌ର ଫୋନ୍‌ ଭାରତୀୟ ବଜାରରେ ପ୍ରବେଶ କରାଉଛି। ଏହି କ୍ରମରେ କ୍ୟାମନ୍‌ ଆଇକ୍ଲିକ୍‌ ୨ ସ୍ମାର୍ଟଫୋନ୍‌ର ଘୋଷଣା କରିଛି ଏହି କମ୍ପାନୀ। ଏଥିରେ ରହିଛି ୨୪.୨ ମେଗା ପିକ୍ସେଲ୍‌ର କ୍ୟାମେରା ଯାହାକି ସାଧାରଣତଃ କେବଳ ଡିଜିଟାଲ୍‌ ଫୋନ୍‌ରେ ହିଁ ଉପଲବ୍ଧ ଥାଏ।

ଏହି କମ୍ପାନୀର ପୂର୍ବ ମଡେଲ 'କ୍ୟାମନ୍‌ ଆଇକ୍ଲିକ୍‌'ର ବିପୁଳ ସଫଳତା ପରେ ବଜାରକୁ ଆସିଥିବା ଆଇକ୍ଲିକ୍‌ ୨ର ଦାମ୍‌ ମଧ୍ୟ ପକେଟ୍‌କୁ ସୁହାଇବା ଭଳି। ୧୫,୦୦୦ରୁ କମ୍‌ ଟଙ୍କାରେ ଏହା ଗ୍ରାହକଙ୍କ ପାଇଁ ପଇସା ଅସୁଲ୍‌ ହେଲାଭଳି ଫୋନ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story