Advertisment

ଏପ୍ରିଲରୁ ମହଙ୍ଗା ହେବ ଟାଟା କାର

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର କାର ଏପ୍ରିଲରୁ ମହଙ୍ଗା ହେବ ବୋଲି ଜଣାପଡ଼ିଛି। ମୁଖ୍ୟତଃ ଘରୋଇ କାର ଗୁଡ଼ିକର ଦାମ ବଢ଼ିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। କଞ୍ଚାମାଲ ପାଖରୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗିକ ଜିନିଷର ଦରଦାମ ବୃଦ୍ଦି ହେବା ପରେ କମ୍ପାନୀ କାର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ବୋଲି ଟାଟା ଯାତ୍ରୀବାହୀ କାର ବ୍ୟବସାୟ ୟୁନିଟର ଅଧ୍ୟକ୍ଷ ମୟଙ୍କ ପରିକ ଏହି ସୂଚନା ଦେଇଛନ୍ତି। ତେବେ ଖାଲି ଟାଟା […]

ଏପ୍ରିଲରୁ ମହଙ୍ଗା ହେବ ଟାଟା କାର

tata motors

Advertisment
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର କାର ଏପ୍ରିଲରୁ ମହଙ୍ଗା ହେବ ବୋଲି ଜଣାପଡ଼ିଛି। ମୁଖ୍ୟତଃ ଘରୋଇ କାର ଗୁଡ଼ିକର ଦାମ ବଢ଼ିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି।
Advertisment
କଞ୍ଚାମାଲ ପାଖରୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗିକ ଜିନିଷର ଦରଦାମ ବୃଦ୍ଦି ହେବା ପରେ କମ୍ପାନୀ କାର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ବୋଲି ଟାଟା ଯାତ୍ରୀବାହୀ କାର ବ୍ୟବସାୟ ୟୁନିଟର ଅଧ୍ୟକ୍ଷ ମୟଙ୍କ ପରିକ ଏହି ସୂଚନା ଦେଇଛନ୍ତି।
ତେବେ ଖାଲି ଟାଟା ନୁହଁ, ଏହା ପୂର୍ବରୁ ଟୟୋଟା, ଜାଗୁଆର ଭଳି କମ୍ପାନୀ ଏପ୍ରିଲ ମାସରୁ ବିଭିନ୍ନ ମଡ଼େଲର କାରର ଦାମ ବଢ଼ାଇବେ ବୋଲି ଘୋଷଣା କରିସାରିଛନ୍ତି।
Advertisment
ଏବେ ଟାଟା ମୋଟର୍ସର ନାନୋ କାର ପାଖରୁ ଆରମ୍ଭ କରି ଏସୟୁଭି କାର ପର୍ଯ୍ୟନ୍ତ ବଜାରରେ ରହିଛି। ବେସିକ କାରର ଦାମ ୨.୩୬ ଲକ୍ଷରୁ ଆରମ୍ଭ କରି ୧୮.୩୭ ଲକ୍ଷ ରହିଥିବା ଜଣାପଡ଼ିଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe