Advertisment

ବଢ଼ୁଛି ଡାଲି ଦର !

6 ମାସ ହେଲା ଖୁଚୁରା ବଜାର ମୂଲ୍ୟବୃଦ୍ଧିରେ ଓଡ଼ିଶା ଦେଶରେ 1-ନମ୍ବର।

author-image
Manoj Swain

ଏବେ ପୁଣି ବଢ଼ୁଛି ଡାଲି ଦର, 20 ଦିନରେ 20 ଟଙ୍କା ବୃଦ୍ଧି। ହରଡ଼ ଡାଲି କିଲୋ 170 ହେଲା ବେଳକୁ ବୁଟ ଡାଲି 90। 20 ଦିନରେ ରସୁଣ କିଲୋ 40 ଟଙ୍କା ବଢ଼ି 200 ହୋଇଛି। 6 ମାସ ହେଲା ଖୁଚୁରା ବଜାର ମୂଲ୍ୟବୃଦ୍ଧିରେ ଓଡ଼ିଶା ଦେଶରେ 1-ନମ୍ବର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Inflation