Advertisment

ଭାରତରେ Realme X2 Pro ନୂଆ ଭ୍ୟାରିଆଣ୍ଟର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ:  ଭାରତରେ ଆରମ୍ଭ ହୋଇଯାଇଛି Realme X2 Proର ନୂଆ ଭ୍ୟାରିଆଣ୍ଟର ବିକ୍ରି। ଗତ ସପ୍ତାହରେ କମ୍ପାନୀ Realme X2 Proର ନୂଆ ୬ଜିବି ଭ୍ୟାରିଆଣ୍ଟ ଆଣିବା କଥା କହିଥିଲା। ବର୍ତ୍ତମାନ ଏହି ନୂଆ ଭ୍ୟାରିଆଣ୍ଟକୁ ‘ରିଏଲ୍‌ମି ୨୦୨୦ ସେଲ୍‌’ରେ ବିକ୍ରି ପାଇଁ ଉପଲବ୍ଧ କରିଦିଆଯାଇଛି। ଗ୍ରାହକ ଏହି ନୂଆ ଭ୍ୟାରିଆଣ୍ଟଟି ଫ୍ଲିପ୍‌କାର୍ଟ ଓ ରିଅଲ୍‌ମିର ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ କିଣିପାରିବେ। ସୂଚନା ଅନୁଯାୟୀ ଏହି ୨୦୨୦ ସେଲ୍‌ ଆଜିଠୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। […]

ଭାରତରେ Realme X2 Pro ନୂଆ ଭ୍ୟାରିଆଣ୍ଟର ବିକ୍ରି ଆରମ୍ଭ

realme

Advertisment

ନୂଆଦିଲ୍ଲୀ:  ଭାରତରେ ଆରମ୍ଭ ହୋଇଯାଇଛି Realme X2 Proର ନୂଆ ଭ୍ୟାରିଆଣ୍ଟର ବିକ୍ରି। ଗତ ସପ୍ତାହରେ କମ୍ପାନୀ Realme X2 Proର ନୂଆ ୬ଜିବି ଭ୍ୟାରିଆଣ୍ଟ ଆଣିବା କଥା କହିଥିଲା। ବର୍ତ୍ତମାନ ଏହି ନୂଆ ଭ୍ୟାରିଆଣ୍ଟକୁ ‘ରିଏଲ୍‌ମି ୨୦୨୦ ସେଲ୍‌’ରେ ବିକ୍ରି ପାଇଁ ଉପଲବ୍ଧ କରିଦିଆଯାଇଛି। ଗ୍ରାହକ ଏହି ନୂଆ ଭ୍ୟାରିଆଣ୍ଟଟି ଫ୍ଲିପ୍‌କାର୍ଟ ଓ ରିଅଲ୍‌ମିର ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ କିଣିପାରିବେ।

Advertisment

ସୂଚନା ଅନୁଯାୟୀ ଏହି ୨୦୨୦ ସେଲ୍‌ ଆଜିଠୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ନୂଆ ଭ୍ୟାରିୟାଣ୍ଟରେ ଆପଣଙ୍କୁ ୬ ଜିବି ରାମ୍‌ ସହ ୬୪ ଜିବି ଷ୍ଟୋରେଜ ମିଳିବ। ଏହାର ମୂଲ୍ୟ କମ୍ପାନୀ ୨୭ ହଜାର ୯୯୯ ଟଙ୍କା ରଖିଛି। ଏହା ପୂର୍ବରୁ Realme X2 Proକୁ ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ୍‌ କରାଯାଇଥିଲା। ଏଗୁଡ଼ିକ ହେଉଛି ୮ଜିବି ରାମ୍‌ ୧୨୮ ଜିବି ଷ୍ଟୋରେଜ ଓ ୧୨ ଜିବି ରାମ୍‌ ୨୫୬ ଷ୍ଟୋରେଜ୍ ଭ୍ୟାରିଆଣ୍ଟ। ଏଗୁଡ଼ିକର ମୂଲ୍ୟ କମ୍ପାନୀ ଯଥାକ୍ରମେ ୨୯ ହଜାର ୯୯୯ ଟଙ୍କା ଓ ୩୩ ହଜାର ୯୯୯ ଟଙ୍କା ରଖିଥିଲା। ବର୍ତ୍ତମାନ Realme X2 Proର ଏହି ୩ଟି ଯାକ ଭ୍ୟାରିଆଣ୍ଟ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମିର ଅଫିସିଆଲ୍‌ ୱେବ୍‌ସାଇଟ୍‌ ବିକ୍ରି ପାଇଁ ଉପଲବ୍ଧ ହୋଇଗଲାଣି।

publive-imageRealme X2 Proର ଫିଚର: 

  • ଡିସ୍‌ପ୍ଲେ ସାଇଜ୍‌: ୬.୫୦ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 855+
  • ରାମ୍: 6 GB, 8 GB ଓ 12 GB,
  • ଷ୍ଟୋରେଜ୍: 64 GB, 128B and 256 GB
  • ରିୟର କ୍ୟାମେରା: 64 MP + 13 MP + 8MP    2MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 4,000mAh ସହ ୫୦ ୱାଟ୍ ସହ  VOOC ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe