ଭାରତରେ ଲଞ୍ଚ୍‌ ହେବ ପ୍ରଥମ 5G ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: Realme ଭାରତରେ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ୨୪ ତାରିଖରେ କମ୍ପାନୀ ଭାରତରେ Realme X50 Pro 5G ଲଞ୍ଚ୍‌ କରିବ। କମ୍ପାନୀ ଏହାକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ୍‌ (MWC2020)ରେ ଲଞ୍ଚ୍‌ କରିବାକୁ ଚାହୁଁଥିଲା। ହେଲେ କରୋନା ଭାଇରସ୍‌ ବ୍ୟାପିବାରୁ ଏଥର MWCକୁ ବାତିଲ କରି ଦିଆଯାଇଛି। କମ୍ପାନୀର କହିବା ମୁତାବକ Realme X50 Pro 5G ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ଅନ୍ୟପଟେ ଚାଇନିଜ୍ ସ୍ମାର୍ଟଫୋନ୍‌ ମେକର୍‌ iQoo ମଧ୍ୟ କହୁଛି […]

realme

realme

Chinmayee Roy
  • Published: Wednesday, 19 February 2020
  • Updated: 19 February 2020, 08:22 AM IST

Sports

Latest News

ନୂଆଦିଲ୍ଲୀ: Realme ଭାରତରେ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ୨୪ ତାରିଖରେ କମ୍ପାନୀ ଭାରତରେ Realme X50 Pro 5G ଲଞ୍ଚ୍‌ କରିବ। କମ୍ପାନୀ ଏହାକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ୍‌ (MWC2020)ରେ ଲଞ୍ଚ୍‌ କରିବାକୁ ଚାହୁଁଥିଲା। ହେଲେ କରୋନା ଭାଇରସ୍‌ ବ୍ୟାପିବାରୁ ଏଥର MWCକୁ ବାତିଲ କରି ଦିଆଯାଇଛି।

କମ୍ପାନୀର କହିବା ମୁତାବକ Realme X50 Pro 5G ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ଅନ୍ୟପଟେ ଚାଇନିଜ୍ ସ୍ମାର୍ଟଫୋନ୍‌ ମେକର୍‌ iQoo ମଧ୍ୟ କହୁଛି ଯେ ଭାରତରେ ଖୁବ୍‌ଶୀଘ୍ର iQoo 3 ଲଞ୍ଚ୍‌ ହେବ ଯାହାକି  ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ତେବେ ଏହି ଦୁଇଟି ଯାକ କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ହେଉଛି BBK Electronics, ଯାହାକି ଚୀନ୍‌ର ଏକ କମ୍ପାନୀ। ତେବେ ସୂଚନା ଅନୁଯାୟୀ iQoo 3 ଫେବ୍ରୁଆରୀ ୨୫ରେ ଲଞ୍ଚ୍ ହେବ। ଅନ୍ୟପକ୍ଷରେ Realme X50 Pro 5Gକୁ ୨୪ତାରିଖ ଦିନ ନୂଆଦିଲ୍ଲୀରେ ଲଞ୍ଚ୍‌ କରାଯିବ।

ଫିଚର୍: Realme X50 Pro 5G ଫୋନ୍‌ରେ 1080 x 2400 ଇଞ୍ଚ୍ 90Hz ସୁପର୍ ଆମୋଲେଡ୍ ଡିସ୍‌ପ୍ଲେ Qualcomm Snapdragon 865 ଲାଟେଷ୍ଟ ପ୍ରୋସେସର ରହିଛି। ଏଥିରେ 4500mAh ବ୍ୟାଟ୍ରୀ ସହ ୬୫ ୱାଟ୍‌ର ସୁପର ଡାର୍ଟ ଚାର୍ଜ ସପୋର୍ଟ ଦିଆଯାଇଛି। ସେହିପରି ୧୨ ଜିବି ରାମ୍ ୨୫୬ ଜିବି ଷ୍ଟୋରେଜ୍‌ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏହି ଫୋନ୍‌ର ରିୟର୍‌ରେ 64+12+8+2 MPର ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ 32+8 MPର ଡୁଆଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story