Advertisment

ଭାରତରେ ଲଞ୍ଚ୍‌ ହେଲା Redme Note 8 Pro

ନୂଆଦିଲ୍ଲୀ: ଶାଓମି ଆଜି ଭାରତରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ବାଲା ରେଡ୍‌ମି ନୋଟ୍ ୮ ପ୍ରୋ ଲଞ୍ଚ୍ କରିଛି। ଏହା କମ୍ପାନୀର ପ୍ରଥମ ୬୪ ମେଗାପିକ୍ସେଲର କ୍ୟାମେରା ଥିବା ଫୋନ୍। ଏହି ସ୍ମାର୍ଟଫୋନ୍‌ଟିକୁ ଅଗଷ୍ଟ ମାସରେ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଆଜି ଆପରାହ୍ଣରେ ନୂଆ ଦିଲ୍ଲୀରେ ଏକ ଇଭେଣ୍ଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ଫୋନ୍‌ଟି ଗେମ୍‌ ଲଭର୍‌ଙ୍କ ପାଇଁ ବେଶ୍ ଭଲ। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ […]

ଅଦ୍ୟତନ ହୋଇଛି
ଭାରତରେ ଲଞ୍ଚ୍‌ ହେଲା Redme Note 8 Pro

note-8-pro

Advertisment

ନୂଆଦିଲ୍ଲୀ: ଶାଓମି ଆଜି ଭାରତରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ବାଲା ରେଡ୍‌ମି ନୋଟ୍ ୮ ପ୍ରୋ ଲଞ୍ଚ୍ କରିଛି। ଏହା କମ୍ପାନୀର ପ୍ରଥମ ୬୪ ମେଗାପିକ୍ସେଲର କ୍ୟାମେରା ଥିବା ଫୋନ୍। ଏହି ସ୍ମାର୍ଟଫୋନ୍‌ଟିକୁ ଅଗଷ୍ଟ ମାସରେ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଆଜି ଆପରାହ୍ଣରେ ନୂଆ ଦିଲ୍ଲୀରେ ଏକ ଇଭେଣ୍ଟରେ ଏହାକୁ ଲଞ୍ଚ କରାଯାଇଛି।

Advertisment

ଏହି ଫୋନ୍‌ଟି ଗେମ୍‌ ଲଭର୍‌ଙ୍କ ପାଇଁ ବେଶ୍ ଭଲ। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ ଲିକ୍ୱିଡ୍‌ କୁଲିଂ ସପୋର୍ଟ ଦିଆଯାଇଛି। ଫଳରେ ଗେମ୍‌ ଖେଳିଲା ବେଳେ ଏହା ଗରମ ହେବ ନାହିଁ।

କମ୍ପାନୀ Redme Note 8 Pro ୩ଟି ଭ୍ୟାରିୟାଣ୍ଟ 6GB+64GB, 6GB+128GB ଓ 8GB+128GB ରେ  ଲଞ୍ଚ୍ ହୋଇଛି। ଆଉ ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୪ ହଜାର ୯୯୯, ୧୫ ହଜାର ୯୯୯ ଓ ୧୭ ହଜାର ୯୯୯ ଟଙ୍କା ରହିଛି।

Advertisment

publive-imageRedme Note 8 Proର ଫିଚର୍‌:

ଡିସ୍‌ପ୍ଲେ ସାଇଜ୍‌: ୬.୫୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, 1080×2340 ପିକ୍ସେଲ୍

ଆଣ୍ଡ୍ରଏଡ୍‌ ଭର୍ଜନ: ଆଣ୍ଡ୍ରଏଡ୍‌ 9 ପାଇ

ପ୍ରୋସେସର୍: ମିଡିଆଟେକ୍ ହିଲିଓ G90T

ରାମ୍: 6 GB/ 8GB

ଷ୍ଟୋରେଜ୍: 64 GB/ 128 GB

କଲର ଅପ୍‌ସନ୍‌: ପର୍ଲ ହ୍ୱାଇଟ୍, ଫରେଷ୍ଟ ଗ୍ରୀନ୍ ଓ ମିନେରାଲ୍‌ ଗ୍ରେ

ରିୟର କ୍ୟାମେରା: 64MP+8MP+2MP+2MP

ଫ୍ରଣ୍ଟକ୍ୟାମେରା: 20 MP

ବ୍ୟାଟେରୀ: 4500mAhର ବ୍ୟାଟେରୀ ସହ ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe