Advertisment

୧୧ରେ ଲଞ୍ଚ୍‌ ହେବ Redmi 9A, Redmi 9 ଓ ଦମ୍‌ଦାର ପାୱାର୍‌ ବ୍ୟାଙ୍କ

ନୂଆଦିଲ୍ଲୀ:  ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମି ଭାରତରେ ଖୁବ୍‌ଶୀଘ୍ର  ନିଜର କିଛି ନୂଆ Redmi ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବ। ସୂଚନା ଅନୁଯାୟୀ, ଫେବୃଆରୀ ୧୧ରେ କମ୍ପାନୀ Redmi 9A, Redmi 9 ଓ Redmi power bank ଲଞ୍ଚ୍‌ କରିପାରନ୍ତି। ଶାଓମି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର୍‌ରେ ଏକ ଟିଜର୍‌ ଜାରି କରିଛି । ଏହି ଟିଜର୍‌ରେ ଫୋନ୍‌କୁ ‘ଦେଶର ଦମ୍‌ଦାର୍‌ ସ୍ମାର୍ଟଫୋନ୍‌’ ଟ୍ୟାଗଲାଇନ୍‌ ଦିଆଯାଇଛି। ଏହା କମ୍ପାନୀର ୨୦୨୦ ବର୍ଷର ପ୍ରଥମ ଲଞ୍ଚ୍‌ ହୋଇପାରେ। ସାଧାରଣତଃ […]

ଅଦ୍ୟତନ ହୋଇଛି
୧୧ରେ ଲଞ୍ଚ୍‌ ହେବ Redmi 9A, Redmi 9 ଓ ଦମ୍‌ଦାର ପାୱାର୍‌ ବ୍ୟାଙ୍କ

redmi

Advertisment

ନୂଆଦିଲ୍ଲୀ:  ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମି ଭାରତରେ ଖୁବ୍‌ଶୀଘ୍ର  ନିଜର କିଛି ନୂଆ Redmi ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବ। ସୂଚନା ଅନୁଯାୟୀ, ଫେବୃଆରୀ ୧୧ରେ କମ୍ପାନୀ Redmi 9A, Redmi 9 ଓ Redmi power bank ଲଞ୍ଚ୍‌ କରିପାରନ୍ତି। ଶାଓମି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର୍‌ରେ ଏକ ଟିଜର୍‌ ଜାରି କରିଛି । ଏହି ଟିଜର୍‌ରେ ଫୋନ୍‌କୁ ‘ଦେଶର ଦମ୍‌ଦାର୍‌ ସ୍ମାର୍ଟଫୋନ୍‌’ ଟ୍ୟାଗଲାଇନ୍‌ ଦିଆଯାଇଛି। ଏହା କମ୍ପାନୀର ୨୦୨୦ ବର୍ଷର ପ୍ରଥମ ଲଞ୍ଚ୍‌ ହୋଇପାରେ।

Advertisment

ସାଧାରଣତଃ ‘ଦେଶର ସ୍ମାର୍ଟଫୋନ୍‌’ ଟ୍ୟାଗଲାଇନ୍‌ରେ କମ୍ପାନୀ କେବଳ ତା’ର ବଜେଟ୍‌ ସ୍ମାର୍ଟଫୋନ୍‌ ଗୁଡ଼ିକୁ ଲଞ୍ଚ୍‌ କରାଯାଏ। ଅର୍ଥାତ୍‌ ଫେବୃଆରି ୧୧ରେ କମ୍ପାନୀ ତା’ର ବଜେଟ୍‌ ଫୋନ୍‌ Redmi 9A ଲଞ୍ଚ କରିପାରେ। କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଟିଜର୍‌ରେ ଏହି ସ୍ମାର୍ଟଫୋନ୍‌ ବିଷୟରେ କିଛି ସୂଚନା ମଧ୍ୟ ସାମ୍ନାକୁ ଆସିଛି।

publive-imageRedmi 9ର ଫିଚର୍:

  •  ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340  ୱେଜଲେସ୍‌ ୱିଥ୍‌ ୱାଟରଡ୍ରପ ନଚ୍‌
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 765G
  • ରାମ୍: 4 GB
  • ଷ୍ଟୋରେଜ୍: 64 GB ଏକ୍ସପାଣ୍ଡେବଲ୍ 256 GB
  • ରିୟର କ୍ୟାମେରା: 13MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 8 MP
  • ବ୍ୟାଟେରୀ: 5000mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ
Advertisment

publive-imageRedmi 9Aର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୩ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ ୭୨୦×୧୫୨୦  ୱେଜଲେସ୍‌ ୱିଥ୍‌ ୱାଟରଡ୍ରପ ନଚ୍‌
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ
  • ପ୍ରୋସେସର୍: ଅକ୍ଟାକୋର MediaTek Helio G70
  • ରାମ୍: 3 GB
  • ଷ୍ଟୋରେଜ୍: 32 GB ଏକ୍ସପାଣ୍ଡେବଲ୍ 256 GB
  • ରିୟର କ୍ୟାମେରା: 13MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 5 MP
  • ବ୍ୟାଟେରୀ: 5000mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe