ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ: ମୁଦ୍ରାସ୍ଫୀତି ୪ ମାସର ରେକର୍ଡ ଭାଙ୍ଗିଲା

ବିଭିନ୍ନ ପନି ପରିବାର ଓ ଖାଦ୍ୟ ସାମଗ୍ରୀ ଦାମ ବଢ଼ୁଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଜୁନ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୯.୫୫%କୁ ବୃଦ୍ଧି ପାଇଛି। ମେ’ ମାସରେ ଏହା ୮.୬୯% ରହିଥିଲା।

Inflation

representational image

Hemant Lenka
  • Published: Friday, 12 July 2024
  • Updated: 12 July 2024, 08:37 PM IST

News Highlights

  • ଜୁନ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୯.୫୫%କୁ ବୃଦ୍ଧି ପାଇଛି
  • ମୁଦ୍ରାସ୍ଫୀତି ୫.୦୮%ରେ ପହଞ୍ଚିଥିଲେ ହେଁ ଏହା ଆରବିଆଇର ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି
  • ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୫.୬୬% ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୩୯% ରେକର୍ଡ କରାଯାଇଛି

Sports

Latest News

ପୁଣିଥରେ ଉପର ମୁହାଁ ହୋଇଛି ଖୁଚୁରା ମୁଦ୍ରାସ୍ଫୀତି। ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳୁନି ଆଶ୍ୱସ୍ତି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪ ମାସ ମଧ୍ୟରେ ସବୁଠାରୁ ଉପରେ ପହଞ୍ଚି ଯାଇଛି।

ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮% ରେକର୍ଡ କରାଯାଇଛି। ବିଭିନ୍ନ ପନି ପରିବାର ଓ ଖାଦ୍ୟ ସାମଗ୍ରୀ ଦାମ ବଢ଼ୁଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଜୁନ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୯.୫୫%କୁ ବୃଦ୍ଧି ପାଇଛି। ମେ’ ମାସରେ ଏହା ୮.୬୯% ରହିଥିଲା।

Also Read

ମେ’ ମାସରେ ଖୁଦ୍ରାସ୍ଫୀତି ୪.୮୦% ରହିଥିଲା। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିଲା। କିନ୍ତୁ ଜୁନରେ ଏହା ପୁଣି ବଢ଼ିଛି। ମୁଦ୍ରାସ୍ଫୀତି ୫.୦୮%ରେ ପହଞ୍ଚିଥିଲେ ହେଁ ଏହା ଆରବିଆଇର ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି।

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮%ରେ ରହିଛି।

କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ, ଜୁନ ମାସରେ ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ବା ସିପିଆଇ ୫.୦୮% ରହିଛି। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୫.୬୬% ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୩୯% ରେକର୍ଡ କରାଯାଇଛି।

ଖାଦ୍ୟ ମୁଦ୍ରାସ୍ଫୀତି ମେ’ ମାସରେ ୪.୫୫% ଥିବା ବେଳେ ଜୁନରେ ଏହା ବଢ଼ି ୯.୫୫%ରେ ପହଞ୍ଚିଛି। ଗ୍ରାମାଞ୍ଚଳ ଖାଦ୍ୟ ମୁଦ୍ରାସ୍ଫୀତି ୫.୩୪ରୁ ବଢ଼ି ୫.୬୭%ରେ ପହଞ୍ଚିଛି। ୨୦୨୩ ଜୁନରେ ଏହା ୪.୭୮% ରହିଥିଲା।

ଅପରପକ୍ଷେ ମେ’ ମାସରେ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୨୧% ଥିବା ବେଳେ ଜୁନରେ ଏହା ୪.୩୯% ହୋଇଛି। କିନ୍ତୁ ୨୦୨୩ ଜୁନରେ ଏହା ୪.୯୬% ରହିଥିଲା।

ଶିଳ୍ପାଞ୍ଚଳର ଉତ୍ପାଦନ ସୂଚକାଙ୍କ ମେ’ ମାସରେ ୫.୯%କୁ ବୃଦ୍ଧି ପାଇଛି। ଏପ୍ରିଲରେ ଏହା ୫% ଥିବା ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story