Advertisment

ସ୍ମାର୍ଟଫୋନ୍‌କୁ ଟାଣିଲେ ହେବ ଟାବଲେଟ୍‌‌

ନୂଆଦିଲ୍ଲୀ: ଆସୁଛି ନୂଆ ସ୍ମାର୍ଟଫୋନ୍‌। ଏମିତି ଏକ ରୋଲେବୁଲ୍‌ ସ୍ମାର୍ଟଫୋନ୍‌ ଯାହାକୁ ଟାଣିଲେ ହୋଇଯିବ ଟାବଲେଟ୍‌‌। ଚଳିତ ବର୍ଷ  ଏଲ୍‌ଜି କମ୍ପାନୀ ଏହି ନୂଆ ସ୍ମାର୍ଟଫୋନ୍‌କୁ ଲଞ୍ଚ କରିବ। ଏଲ୍‌ଜିର ଏହି ସ୍ମାର୍ଟଫୋନ୍‌ ବେଶ ୟୁନିକ୍‌। ରିସାଇଜେବୁଲ ସହ ଏହି ଫୋନ୍‌ଟି କମ୍ପାନୀର ଏକ୍ସପ୍ଲୋର ପ୍ରୋଜେକ୍ଟ ର ଏକ  ଅଂଶ। ଏହି ସ୍ମାର୍ଟଫୋନ୍‌ଟିକୁ ଆପଣ ଚାହିଁଲେ ଟାଣି ପାରିବେ । ଟାଣିବା ପରେ ଏହା ଟାବଲେଟ୍‌ରେ ପରିଣତ ହୋଇଯିବ। ଫୋନ୍‌ଟି ଦେଖିବାକୁ ‘ଓପୋ’ର ‘ଓପୋ-ଏକ୍ସ ୨୦୨’ ସ୍ମାର୍ଟଫୋନ […]

ଅଦ୍ୟତନ ହୋଇଛି
ସ୍ମାର୍ଟଫୋନ୍‌କୁ ଟାଣିଲେ ହେବ ଟାବଲେଟ୍‌‌

lg smart phone

Advertisment

ନୂଆଦିଲ୍ଲୀ: ଆସୁଛି ନୂଆ ସ୍ମାର୍ଟଫୋନ୍‌। ଏମିତି ଏକ ରୋଲେବୁଲ୍‌ ସ୍ମାର୍ଟଫୋନ୍‌ ଯାହାକୁ ଟାଣିଲେ ହୋଇଯିବ ଟାବଲେଟ୍‌‌। ଚଳିତ ବର୍ଷ  ଏଲ୍‌ଜି କମ୍ପାନୀ ଏହି ନୂଆ ସ୍ମାର୍ଟଫୋନ୍‌କୁ ଲଞ୍ଚ କରିବ। ଏଲ୍‌ଜିର ଏହି ସ୍ମାର୍ଟଫୋନ୍‌ ବେଶ ୟୁନିକ୍‌। ରିସାଇଜେବୁଲ ସହ ଏହି ଫୋନ୍‌ଟି କମ୍ପାନୀର ଏକ୍ସପ୍ଲୋର ପ୍ରୋଜେକ୍ଟ ର ଏକ  ଅଂଶ।

Advertisment

ଏହି ସ୍ମାର୍ଟଫୋନ୍‌ଟିକୁ ଆପଣ ଚାହିଁଲେ ଟାଣି ପାରିବେ । ଟାଣିବା ପରେ ଏହା ଟାବଲେଟ୍‌ରେ ପରିଣତ ହୋଇଯିବ। ଫୋନ୍‌ଟି ଦେଖିବାକୁ 'ଓପୋ'ର 'ଓପୋ-ଏକ୍ସ ୨୦୨' ସ୍ମାର୍ଟଫୋନ ଭଳି । ଏଲ୍‌ଜିର ଏହି ନୂଆ ରୋଲେବୁଲ ଫୋନ୍‌କୁ ଡାହାଣ ପଟୁ ଟାଣି ହେବ । ତେବେ ଫୋନ୍‌ରେ କ'ଣ ସବୁ ଫିଚର୍ସ ରହିଛି ଏବଂ ଅନ୍ୟ କ'ଣ ସବୁ କ୍ୱାଲିଟି ରହିଛି ସେ ନେଇ କମ୍ପାନୀ କିଛି ସୂଚନା ଦେଇ ନାହିଁ । ଫୋନ୍‌ଟି ଲଞ୍ଚ ହେବା ପରେ ହିଁ ଏହାର ଫିଚର୍ସ ସାମ୍ନାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe