Advertisment

୪ ହଜାର ଦେଇ ପାଇବେ ୨୦ ଲକ୍ଷ!

ଭାରତର ସବୁଠୁ ପୁରୁଣା ଲାଇଫ ଇନ୍ସ୍ୟୁରାନ୍ସ ପ୍ଲାନ ପୋଷ୍ଟ ଅଫିସ ଲାଇଫ ଇନ୍ସ୍ୟୁରାନ୍ସ। 1884 ମସିହାରେ ଆରମ୍ଭ ହୋଇଥିଲା ଏହି ପୋଷ୍ଟ ଅଫିସ ଲାଇଫ ଇନ୍ସ୍ୟୁରାନ୍ସ ଯୋଜନା ଯାହାକୁ ରେଗୁଲେଟ କରିଥାଏ ଗଭରନମେଣ୍ଟ ଅଫ ଇଣ୍ଡିଆ। ଏହାର ଅର୍ଥ ଆମର ଡିପୋଜିଟ, ପ୍ରିମିୟମ ଏବଂ କଭର ସବୁକିଛି ନିରାପଦ ରହିଥାଏ। ଏଥିରେ ଆମକୁ ଲୋ ପ୍ରିମିୟମ ଓ ହାଇ ବୋନସ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସ ଲାଇଫ ଇନ୍ସ୍ୟୁରାନ୍ସ ବିଷୟରେ।

author-image
Debendra Prusty

Odisha LIC Indian Postal Service Life Insurance