ସାହାର ଗ୍ରୁପର ୪ଟି କୋଅପରେଟିଭ ସେସାଇଟି ଜରିଆରେ ଠକାମିର ଶିକାର ହୋଇଥିବା ଲୋକଙ୍କୁ ଏବେ ଟଙ୍କା ମିଳିବା ଆରମ୍ଭ ହୋଇଛି। ଠକାମିର ଶିକାର ହୋଇଥିବା ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରସ୍ତ ଦିଆଯାଇପାରିବ ବୋଲି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ମାର୍ଚ୍ଚ ୨୯ରେ ସୁପ୍ରିମକୋର୍ଟ ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ମହଙ୍ଗା ହେବ କୋଲ୍ଡ ଡ୍ରିଂକ୍ସ, ସିଗାରେଟ ଓ ତମାଖୁ; ୩୫% ଲାଗିବ GST
୧୪୮ଟି ଆଇଟମ୍ ଉପରେ ଟିକସ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି GoM।
Business
ଆଳୁ ଦର: ଅବଛା ୪୦, ବଛା ୫୦
‘ଗ୍ରାହକ ଆଳୁ ବାଛିକି ନେଲେ ଆମେ କ୍ଷତି ସହିବୁ। ତେଣୁ ବାଛିଲେ ଅଲଗା ରେଟ୍ ନେଉଛୁ।’
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।