ସାହାରା ଟଙ୍କା ମିଳିବ, ଚିଟଫଣ୍ଡ ଟଙ୍କା କେବେ?

  • Published: Thursday, 20 July 2023
  • , Updated: 20 July 2023, 04:25 PM IST

ସାହାର ଗ୍ରୁପର ୪ଟି କୋଅପରେଟିଭ ସେସାଇଟି ଜରିଆରେ ଠକାମିର ଶିକାର ହୋଇଥିବା ଲୋକଙ୍କୁ ଏବେ ଟଙ୍କା ମିଳିବା ଆରମ୍ଭ ହୋଇଛି। ଠକାମିର ଶିକାର ହୋଇଥିବା ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରସ୍ତ ଦିଆଯାଇପାରିବ ବୋଲି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ। ମାର୍ଚ୍ଚ ୨୯ରେ ସୁପ୍ରିମକୋର୍ଟ ୧୦ କୋଟି ଜମାକାରୀଙ୍କୁ ୯ ମାସରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story