ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବନ୍ଦ ହେବ BS-4 ଯାନ ବିକ୍ରି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୨୦ ଏପ୍ରିଲ ୧ରୁ ସାରା ଦେଶରେ ଆଉ ବିକ୍ରି ହେବନାହିଁ Bharat Stage IV  ଯାନ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉନ୍ନତ ମାନର ଯାନ ବିକ୍ରି ହେବ। ଫଳରେ କୌଣସି ଯାନ ନିର୍ମାତା ବର୍ତ୍ତମାନ ଚାଲୁଥିବା ବିଏସ୍‌ ୪ ଭେହିକିଲ୍‌ ଆଉ ବିକ୍ରି କରିପାରିବେ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଯେତେ ସବୁ ବିଏସ୍‌ […]

bsiv

Jagamohan Maharana
  • Published: Wednesday, 24 October 2018
  • , Updated: 24 October 2018, 06:23 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୨୦ ଏପ୍ରିଲ ୧ରୁ ସାରା ଦେଶରେ ଆଉ ବିକ୍ରି ହେବନାହିଁ Bharat Stage IV  ଯାନ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉନ୍ନତ ମାନର ଯାନ ବିକ୍ରି ହେବ। ଫଳରେ କୌଣସି ଯାନ ନିର୍ମାତା ବର୍ତ୍ତମାନ ଚାଲୁଥିବା ବିଏସ୍‌ ୪ ଭେହିକିଲ୍‌ ଆଉ ବିକ୍ରି କରିପାରିବେ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି

ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଯେତେ ସବୁ ବିଏସ୍‌ ୪ ଯାନ ଅଛି ତାହା ୨୦୨୦ ଏପ୍ରିଲ୍ ୧ ଯାଏ ଯୋର୍ ସୋର୍ ବିକ୍ରି ହେବା ଆରମ୍ଭ ହେବ।

ସୂଚନାଯୋଗ୍ୟ ୨୦୧୭ ଏପ୍ରିଲ୍ ରେ ବିଏସ୍ ୩ ଯାନ ବିକ୍ରି ବନ୍ଦ ହୋଇଯାଇଥିଲା।

ଖାଲି ସେତିକି ନୁହେଁ ସରକାର ୨୦୧୬ରୁ ଘୋଷଣା କରିଛନ୍ତି ଯେ, ୨୦୨୦ରେ ବିଏସ୍ ୪ ବନ୍ଦ ହୋଇଗଲା ପରେ  ବିଏସ୍ ୫ ଯାନ ବି  ଆସିବ ନାହିଁ,ସିଧା ସଳଖ ବିଏସ୍ ୬କୁ ଉନ୍ନୀତ ହେବାକୁ ପଡ଼ିବ।

Related story