ଲଞ୍ଚ୍‌ ହେଲା Samsung Galaxy S10 Lite

ନୂଆଦିଲ୍ଲୀ: ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଲଞ୍ଚ୍‌ କରିଦେଇଛି Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ବର୍ତ୍ତମାନ୍‌ ସୁଦ୍ଧା କମ୍ପାନୀ ଏହାର ମୂଲ୍ୟ ନେଇ କୌଣସି ଘୋଷଣା କରିନାହିଁ। ତେବେ କୁହାଯାଉଛି ଯେ ଜାନୁଆରୀ ୭ ରୁ ୧୦ ଭିତରେ ହେବାକୁ ଥିବା CES 2020କେ ଏହାର ମୂଲ୍ୟ ବିଷୟରେ ସୂଚନା ଦିଆ।ଯିବ। ଏହି ଫୋନ୍‌ଟିକୁ ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି। ଗୋଟିଏ ହେଉଛି 6GB + 128GB […]

samsung

Chinmayee Roy
  • Published: Saturday, 04 January 2020
  • , Updated: 04 January 2020, 06:53 PM IST

ନୂଆଦିଲ୍ଲୀ: ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଲଞ୍ଚ୍‌ କରିଦେଇଛି Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ବର୍ତ୍ତମାନ୍‌ ସୁଦ୍ଧା କମ୍ପାନୀ ଏହାର ମୂଲ୍ୟ ନେଇ କୌଣସି ଘୋଷଣା କରିନାହିଁ। ତେବେ କୁହାଯାଉଛି ଯେ ଜାନୁଆରୀ ୭ ରୁ ୧୦ ଭିତରେ ହେବାକୁ ଥିବା CES 2020କେ ଏହାର ମୂଲ୍ୟ ବିଷୟରେ ସୂଚନା ଦିଆ।ଯିବ।

ଏହି ଫୋନ୍‌ଟିକୁ ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି। ଗୋଟିଏ ହେଉଛି 6GB + 128GB ଏବଂ ଅନ୍ୟଟି ହେଉଛି 8GB + 128GB ଭୟାରିଆଣ୍ଟ। ଏହି ଫୋନ୍‌ରେ ସୁରକ୍ଷା ପାଇଁ ଫେସ୍‌ ଅନଲକ୍‌ ଓ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି।

Galaxy S10 Liteର ଫିଚର: 

  • ଡିସ୍‌ପ୍ଲେ ସାଇଜ୍‌: ୬. ୭ଇଞ୍ଚ୍ ୱିଥ୍  394ppi ପିକ୍ସେଲ୍‌ ଡେନ୍‌ସିଟି
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି infinity-O ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6
  • ପ୍ରୋସେସର୍: 2.8GHz ସ୍ପିଡ୍‌ଯୁକ୍ତ 7nm  ଅକ୍ଟାକୋର ପ୍ରୋସେସର୍
  • ରାମ୍: 6 GB, 8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 12 MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4,500mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।

 

Related story