Advertisment

୨୩ରେ ଭାରତରେ ଲଞ୍ଚ୍‌ ହେବ Galaxy S10 Lite

ନୂଆଦିଲ୍ଲୀ: ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିବ Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଫ୍ଲିପକାର୍ଟରେ କମ୍ପନୀ ଏକ ଟିଜର୍‌ ଜାରି କରିଛି, ଯେଉଁଥିରେ ଫୋନ୍‌ଟି ଜାନୁଆରୀ ୨୩ରେ ରିଲିଜ୍‌ ହେବ ବୋଲି କୁହାଯାଇଛି।  ଏହି ଫୋନ୍‌ଟି ଜାନୁଆରୀ ୭ରେ ୟୁଏସ୍‌ର ଲାସ୍‌ଭେଗାସ୍‌ରେ ହୋଇଥିବା CES 2020ରେ ଏହାକୁ ଲଞ୍ଚ୍ କରିଥିଲା। ଏବେ ଏହାକୁ ଭାରତରେ ଲଞ୍ଚ୍ କରାଯାଉଛି। ଫ୍ଲିପକାର୍ଟ ଦ୍ୱାରା ଟିଜର୍‌ ପେଜ୍‌ରେ ଇଣ୍ଟ୍ରେଷ୍ଟ […]

୨୩ରେ ଭାରତରେ ଲଞ୍ଚ୍‌ ହେବ Galaxy S10 Lite

samsung

Advertisment

ନୂଆଦିଲ୍ଲୀ: ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିବ Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଫ୍ଲିପକାର୍ଟରେ କମ୍ପନୀ ଏକ ଟିଜର୍‌ ଜାରି କରିଛି, ଯେଉଁଥିରେ ଫୋନ୍‌ଟି ଜାନୁଆରୀ ୨୩ରେ ରିଲିଜ୍‌ ହେବ ବୋଲି କୁହାଯାଇଛି।  ଏହି ଫୋନ୍‌ଟି ଜାନୁଆରୀ ୭ରେ ୟୁଏସ୍‌ର ଲାସ୍‌ଭେଗାସ୍‌ରେ ହୋଇଥିବା CES 2020ରେ ଏହାକୁ ଲଞ୍ଚ୍ କରିଥିଲା। ଏବେ ଏହାକୁ ଭାରତରେ ଲଞ୍ଚ୍ କରାଯାଉଛି।

Advertisment

ଫ୍ଲିପକାର୍ଟ ଦ୍ୱାରା ଟିଜର୍‌ ପେଜ୍‌ରେ ଇଣ୍ଟ୍ରେଷ୍ଟ ପାଇଁ ରେଜିଷ୍ଟ୍ରେଶନ୍ ମଧ୍ୟ ନିଆଯାଉଛି। ଏଠାରେ ‘ନୋଟିଫାଇ ମି’ ବଟନ ଦିଆଯାଇଛି। ଟିଜର୍ ମୁତାବକ ଏହି ଫୋନ୍‌ଟିକୁ 8GB  ରାମ୍ ଓ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ସହ ଲଞ୍ଚ୍‌ କରାଯିବ। ଏହି ଫୋନ୍‌ରେ ସୁରକ୍ଷା ପାଇଁ ଫେସ୍‌ ଅନଲକ୍‌ ଓ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିବ।

publive-imageGalaxy S10 Liteର ଫିଚର: 

  • ଡିସ୍‌ପ୍ଲେ ସାଇଜ୍‌: ୬. ୭ଇଞ୍ଚ୍ ୱିଥ୍  394ppi ପିକ୍ସେଲ୍‌ ଡେନ୍‌ସିଟି
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି infinity-O ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6
  • ପ୍ରୋସେସର୍: କ୍ୱାଲକମ୍‌ ସ୍ନାପଡ୍ରାଗନ 855 ପ୍ରୋସେସର
  • ରାମ୍: 6 GB, 8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 12 MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4,500mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe