Advertisment

ଭାରି ଚାଲାକ ସାମ୍‌ସଙ୍ଗ୍

କମେଇଦେଲା ଏସ୍୯ ପ୍ଲସ୍ ଦାମ୍

ଅଦ୍ୟତନ ହୋଇଛି
ଭାରି ଚାଲାକ ସାମ୍‌ସଙ୍ଗ୍

Untitled-1

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସେତିକି ବ୍ୟବହାର କରିଥାଆନ୍ତୁ ସାମ୍‌ସଙ୍ଗର ଦାମୀ ସ୍ମାର୍ଟଫୋନ୍‌ ଗାଲାକ୍ସି ଏସ୍‌୯ ସିରିଜ୍‌। କାରଣ ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଗାଲାକ୍ସି ଏସ୍‌ ୧୦। ପୁରୁଣାକୁ ଛାଡ଼, ନୂଆକୁ ଧର। କିନ୍ତୁ କମ୍ପାନୀ ଲୋକଙ୍କ ଚିନ୍ତାଧାରାଠୁ ଆଉ ଦିପାଦ ଆଗକୁ ବଢ଼ି ଯାଇଛି। ନୂଆ ଗାଲାକ୍ସିଏସ୍‌୧୦ ଆସିବା ପୂର୍ବରୁ ଏହାର ଏସ୍‌ ୯ ପ୍ଲସ୍‌ ଫୋନ୍‌ର ଦାମ୍ ହ୍ରାସ କରି ଦେଇଛି। ଫଳରେ ନୂଆ ଫୋନ୍‌ର କ୍ରେଜ୍‌ ସହିତ ପୁରୁଣା ଫୋନ୍‌ ପ୍ରତି ଆଉ ଅଧିକ କଷ୍ଟମର ଯେମିତି ଢଳି ପଡ଼ିବେ ସେଥିପାଇଁ ଯୋଜନା କିରିଛି।

Advertisment

ସୂଚନା ଅନୁସାରେ ଗତ ବର୍ଷ କମ୍ପାନୀ ଭାରତରେ ଗାଲାକ୍ସି ଏସ୍‌ ୯ ପ୍ଲସ୍ ଫୋନ୍‌କୁ ୬୪ ହଜାର ୯୦୦ ଟଙ୍କାରେ ବଜାର ପ୍ରବେଶ କରିଥିବା ବେଳେ ଏବେ ଏହା ୫୭,୯୦୦ ଟଙ୍କାକୁ ହ୍ରାସ କରିଛି। ଶୁଣାଯାଉଛି ଫେବୃୟାରୀ ୨୦ରେ ଗାଲାକ୍ସି ଏସ୍‌୧୦ କାଲିଫର୍ନିଆରେ ଉଦ୍‌ଘାଟନ ହେବ ଏବଂ ଗାଲାକ୍ସି ଏସ୍ ୧୦, ଏସ୍‌୧୦ ପ୍ଲସ୍ ଏବଂ ଏସ୍‌ ୧୦ ଇ ଭଳି ତିନୋଟି ମଡେଲ୍‌ରେ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe