ମୁମ୍ବାଇ: ସାଉଥ କୋରିଆନ୍ କମ୍ପାନୀ ଭାରତରେ ଗାଲେକ୍ସି A51 ସ୍ମାର୍ଟଫୋନ୍କୁ ଲଞ୍ଚ୍ କରିଦେଇଛି। କମ୍ପାନୀ ଏହାର ମୂଲ୍ୟ ୨୩ ହଜାର ୯୯୯ ଟଙ୍କା ରଖିଛି । ଏହା ହେଉଛି A51ର 6GB ରାମ୍ ଓ 128GB ଷ୍ଟୋରେଜ୍ର ମୂଲ୍ୟ। ଏହି ଫୋନ୍ତ୍କୁ ଆପଣ ବ୍ଲୁ, ହ୍ୱାଇଟ୍, ବ୍ଲାକ୍ ପ୍ରିଜିମ୍ କ୍ରଶ କଲର୍ ଅପଶନ୍ରେ କିଣିପାରିବେ। ଭାରତୀୟ ମାର୍କେଟ୍ରେ Realme X2 ଓ Redmi K20 Pro ପରି ଫୋନ୍ ସହ ମୁକାବିଲା ରହିବ।
ଫିଚର୍:
- ଡିସ୍ପ୍ଲେ ସାଇଜ୍: ୬. ୫ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍ ୱିଥ୍ ଇନ୍ଫିନିଟ୍-O(ପଞ୍ଚହୋଲ୍)
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ ୧୦ ପାଇ ବେସ୍ଡ ColorOS 6.1.2
- ପ୍ରସେସର୍: octa-core Exynos 9611 SoC
- ରାମ୍: 8 GB
- ଷ୍ଟୋରେଜ୍: 128 GB
- ରିୟର କ୍ୟାମେରା: 48 MP + 12 MP + 5MP + 5MP
- ଫ୍ରଣ୍ଟ୍ କ୍ୟାମେରା: 32 MP
- ବ୍ୟାଟେରୀ: 4000mAh ସହ ୧୫ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।