ଭାରତରେ ଲଞ୍ଚ୍‌ ହେଲା ସାମସଙ୍ଗ ଗାଲେକ୍ସି A51

ମୁମ୍ବାଇ: ସାଉଥ କୋରିଆନ୍‌ କମ୍ପାନୀ ଭାରତରେ ଗାଲେକ୍ସି A51 ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଦେଇଛି।  କମ୍ପାନୀ ଏହାର ମୂଲ୍ୟ ୨୩ ହଜାର ୯୯୯ ଟଙ୍କା ରଖିଛି । ଏହା ହେଉଛି  A51ର 6GB ରାମ୍‌ ଓ 128GB ଷ୍ଟୋରେଜ୍‌ର ମୂଲ୍ୟ। ଏହି ଫୋନ୍‌ତ୍କୁ ଆପଣ ବ୍ଲୁ, ହ୍ୱାଇଟ୍, ବ୍ଲାକ୍‌ ପ୍ରିଜିମ୍‌ କ୍ରଶ କଲର୍ ଅପଶନ୍‌ରେ କିଣିପାରିବେ। ଭାରତୀୟ ମାର୍କେଟ୍‌ରେ Realme X2 ଓ Redmi K20 Pro ପରି ଫୋନ୍‌ ସହ ମୁକାବିଲା ରହିବ। ଫିଚର୍‌: ଡିସ୍‌ପ୍ଲେ ସାଇଜ୍‌: […]

mobile

Chinmayee Roy
  • Published: Friday, 31 January 2020
  • , Updated: 31 January 2020, 11:22 AM IST

ମୁମ୍ବାଇ: ସାଉଥ କୋରିଆନ୍‌ କମ୍ପାନୀ ଭାରତରେ ଗାଲେକ୍ସି A51 ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଦେଇଛି।  କମ୍ପାନୀ ଏହାର ମୂଲ୍ୟ ୨୩ ହଜାର ୯୯୯ ଟଙ୍କା ରଖିଛି । ଏହା ହେଉଛି  A51ର 6GB ରାମ୍‌ ଓ 128GB ଷ୍ଟୋରେଜ୍‌ର ମୂଲ୍ୟ। ଏହି ଫୋନ୍‌ତ୍କୁ ଆପଣ ବ୍ଲୁ, ହ୍ୱାଇଟ୍, ବ୍ଲାକ୍‌ ପ୍ରିଜିମ୍‌ କ୍ରଶ କଲର୍ ଅପଶନ୍‌ରେ କିଣିପାରିବେ। ଭାରତୀୟ ମାର୍କେଟ୍‌ରେ Realme X2 ଓ Redmi K20 Pro ପରି ଫୋନ୍‌ ସହ ମୁକାବିଲା ରହିବ।

ଫିଚର୍‌:

  • ଡିସ୍‌ପ୍ଲେ ସାଇଜ୍‌: ୬. ୫ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍ ୱିଥ୍‌ ଇନ୍‌ଫିନିଟ୍-O(ପଞ୍ଚହୋଲ୍)
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୧୦ ପାଇ ବେସ୍‌ଡ ColorOS 6.1.2
  • ପ୍ରସେସର୍: octa-core Exynos 9611 SoC
  • ରାମ୍:  8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 12 MP + 5MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4000mAh ସହ  ୧୫ ୱାଟ୍  ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।

 

Related story