ବିନା ଏଟିଏମରେ ଏସବିଆଇରୁ ଟଙ୍କା ଉଠାନ୍ତୁ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଆରମ୍ଭ କରିଛି ବିନା ଏଟିଏମ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ବ୍ୟବସ୍ଥା। ଯାହାର ନାମ ରହିଛି, ୟୋନା କ୍ଯାସ ଏବଂ ଯେଉଁଠି ଏହି ସେବା ଉପଲବ୍ଧ ହେବ ତାର ନାମ ୟୋନୋ କ୍ୟାଶ ପଏଣ୍ଟ ରଖିଛି ଏସବିଆଇ। ପ୍ରଥମେ ୟୋନୋ ଆପଲିକେସନ ମୋବାଇଲରେ ଇନଷ୍ଟଲ କରି ନିଜର ଏସବିଆଇ ଆକାଉଣ୍ଟ ନମ୍ବର ପଞ୍ଜିକୃତ କରିବା ପରେ ଏକ ୬ ଅଙ୍କ ବିଶିଷ୍ଟ ପିନ କୋଡ ସେଭ କରିବା […]

YONO APP BY SBI

YONO APP BY SBI

Subhransu Sekhar
  • Published: Friday, 15 March 2019
  • Updated: 15 March 2019, 07:24 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଆରମ୍ଭ କରିଛି ବିନା ଏଟିଏମ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ବ୍ୟବସ୍ଥା। ଯାହାର ନାମ ରହିଛି, ୟୋନା କ୍ଯାସ ଏବଂ ଯେଉଁଠି ଏହି ସେବା ଉପଲବ୍ଧ ହେବ ତାର ନାମ ୟୋନୋ କ୍ୟାଶ ପଏଣ୍ଟ ରଖିଛି ଏସବିଆଇ।

ପ୍ରଥମେ ୟୋନୋ ଆପଲିକେସନ ମୋବାଇଲରେ ଇନଷ୍ଟଲ କରି ନିଜର ଏସବିଆଇ ଆକାଉଣ୍ଟ ନମ୍ବର ପଞ୍ଜିକୃତ କରିବା ପରେ ଏକ ୬ ଅଙ୍କ ବିଶିଷ୍ଟ ପିନ କୋଡ ସେଭ କରିବା ପାଇଁ ହେବ । ଏହାପରେ ୟୋନୋ କ୍ୟାଶ ପଏଣ୍ଟରେ ଉକ୍ତ ୬ ଡିଜିଟି ପିନକୁ ବ୍ୟବହାର କଲେ ଵ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। ଯାହାକୁ ୟୋନୋ କ୍ୟାଶ ପଏଣ୍ଟରେ ବ୍ୟବହାର କଲେ ଆବଶ୍ୟକତା ଅନୁଯାୟୀ ଟଙ୍କା ବାହାର କରିହେବ।

ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି ଡେବିଟ କାର୍ଡ ବଦଳରେ ଏହି ୟୋନୋ ଆପ୍ଲିକେସନ ଆଗାମୀ ଦିନରେ ଲୋକଙ୍କ ପାଖରେ ଆଦୃତ ହେବ। ଯଦି କେହି ସାଙ୍ଗରେ ଡେବିଟ କାର୍ଡ ଆଣିନଥାନ୍ତି, ତାହେଲେ ଏହି ଆପ୍ ଜରିଆରେ ଏଟିଏମରୁ ଟଙ୍କା ବାହାର କରିବା ପାଇଁ ବ୍ୟାଙ୍କ ଏହି ସେବା ଆରମ୍ଭ କରିଥିବା ସେ କହିଛନ୍ତି।

ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ଦ୍ରୁତ ଗତିରେ ବଢ଼ିଚାଲିଛି। ବିସିଜି ଗୁଗୁଲର ଏକ ରିପୋର୍ଟ ଅନୁଯାୟୀ ଭାରତରେ ଏକ ବିଲିଅନ ମୋବାଇଲ ଫୋନ ଡିଜିଟାଲ ବ୍ୟାଙ୍କ ସହ ଯୋଡ଼ି ହୋଇସାରିଛି। ୨୦୨୦ ସୁଦ୍ଧା ୫୨୦ ମିଲିଅନ ଡିଜିଟାଲ ବ୍ୟାଙ୍କ ଗ୍ରାହକ ହେବେ ବୋଲି ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ଏସବିଆଇ ପୂର୍ବରୁ ଦେଶର କିଛି ଘରୋଇ ବ୍ୟାଙ୍କ ବିନା ଏଟିଏମ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବା ସେବା ଆରମ୍ଭ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story