ପରିବା ବଜାରରେ ନିଆଁ, ସେଞ୍ଚୁରୀ ମାରିଛି ଟମାଟୋ ଦର

ଟମାଟୋ କେଉଁଠି ୮୦ ତ ଆଉ କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ହଠାତ ବଢି ଏବେ କେଜିକୁ ୧୦୦ ଟଙ୍କାରେ ପହଞ୍ଚିଛି ।

Manoj Swain
  • Published: Friday, 21 June 2024
  • Updated: 21 June 2024, 03:35 PM IST

ଟମାଟୋ କହୁଛି ମୋତେ ଛୁଅଁନି, ବିନ କହୁଛି ମୋ ପାଖକୁ ଆସନି। କାଙ୍କଡ କହୁଛି ମୋତେ ଦେଖିକି ପଳାଅ। ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ବଜାରରେ ଯେମିତି ଲାଗିଛି ନିଆଁ। ଟମାଟୋ କେଉଁଠି ୮୦ ତ ଆଉ କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ହଠାତ ବଢି ଏବେ କେଜିକୁ ୧୦୦ ଟଙ୍କାରେ ପହଞ୍ଚିଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos