ପରିବା ବଜାରରେ ନିଆଁ, ସେଞ୍ଚୁରୀ ମାରିଛି ଟମାଟୋ ଦର

  • Published: Friday, 21 June 2024
  • , Updated: 21 June 2024, 03:35 PM IST

ଟମାଟୋ କହୁଛି ମୋତେ ଛୁଅଁନି, ବିନ କହୁଛି ମୋ ପାଖକୁ ଆସନି। କାଙ୍କଡ କହୁଛି ମୋତେ ଦେଖିକି ପଳାଅ। ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ବଜାରରେ ଯେମିତି ଲାଗିଛି ନିଆଁ। ଟମାଟୋ କେଉଁଠି ୮୦ ତ ଆଉ କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦର ହଠାତ ବଢି ଏବେ କେଜିକୁ ୧୦୦ ଟଙ୍କାରେ ପହଞ୍ଚିଛି । ଦେଖନ୍ତୁ ପୂରା ରିପୋର୍ଟ। 

Related story