ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ୨ ଲକ୍ଷ କୋଟିର ଅନୁଦାନ

ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜର ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Budget 2024

Representational Image

Hemant Lenka
  • Published: Tuesday, 23 July 2024
  • Updated: 23 July 2024, 12:11 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନରେନ୍ଦ୍ର ମୋଦି ୩.୦ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପରେ ଏହା ପ୍ରଥମ ବଜେଟ ହୋଇଥିବା ବେଳେ ସରକାର ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ଉପରେ ଫୋକସ କରିଛନ୍ତି।

Also Read

ନର୍ମଳା ସୀତାରମଣ କହିଛନ୍ତି, ଚଳିତ ବର୍ଷ ଶିକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ବଜେଟରେ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଲୋକମାନେ ଆମ ସରକାରକୁ ବିରଳ ସୁଯୋଗ ଦେଇଛନ୍ତି। ଶକ୍ତିଶାଳୀ ବିକାଶ ଓ ସମଗ୍ର ସମୃଦ୍ଧି ପାଇଁ ଆମ ସରକାରଙ୍କୁ ସୁଯୋଗ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଆମ ସରକାର ନିଯୁକ୍ତି ସହ ଜଡ଼ିତ ୩ଟି ଯୋଜନା ଆରମ୍ଭ କରିବେ। ଏହା ଇପିଏଫଓ ପଞ୍ଜିକରଣ ଓ ପ୍ରଥମଥର କର୍ମଚାରୀ ଓ ସେମାନଙ୍କୁ ସମର୍ଥନ ଉପରେ ଫୋକସ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story