Advertisment

ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ୨ ଲକ୍ଷ କୋଟିର ଅନୁଦାନ

ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜର ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Budget 2024

Budget 2024

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନରେନ୍ଦ୍ର ମୋଦି ୩.୦ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପରେ ଏହା ପ୍ରଥମ ବଜେଟ ହୋଇଥିବା ବେଳେ ସରକାର ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ଉପରେ ଫୋକସ କରିଛନ୍ତି।

Advertisment

ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜର ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ନର୍ମଳା ସୀତାରମଣ କହିଛନ୍ତି, ଚଳିତ ବର୍ଷ ଶିକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ବଜେଟରେ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଲୋକମାନେ ଆମ ସରକାରକୁ ବିରଳ ସୁଯୋଗ ଦେଇଛନ୍ତି। ଶକ୍ତିଶାଳୀ ବିକାଶ ଓ ସମଗ୍ର ସମୃଦ୍ଧି ପାଇଁ ଆମ ସରକାରଙ୍କୁ ସୁଯୋଗ ମିଳିଛି।

Advertisment

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ ଆମ ସରକାର ନିଯୁକ୍ତି ସହ ଜଡ଼ିତ ୩ଟି ଯୋଜନା ଆରମ୍ଭ କରିବେ। ଏହା ଇପିଏଫଓ ପଞ୍ଜିକରଣ ଓ ପ୍ରଥମଥର କର୍ମଚାରୀ ଓ ସେମାନଙ୍କୁ ସମର୍ଥନ ଉପରେ ଫୋକସ କରାଯିବ।

Budget 2024 Union Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe