ପରିବା ବଜାରରେ ଲାଗିଛି ନିଆଁ; ପୁଣି କନ୍ଦାଇଲା ପିଆଜ

ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି।

Manoj Swain
  • Published: Tuesday, 18 June 2024
  • Updated: 18 June 2024, 02:47 PM IST

Sports

Latest News

କନ୍ଦାଇଲାଣି ପିଆଜ ଓ ପନିପରିବା। ବଜାରରେ ଯାହାକୁ ଛୁଇଁଲେ ୬୦। କିଛି ପରିବାର ଦାମ୍ ୮୦ ପାର କଲାଣି। ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos