ବଜାରରେ ନିଆଁ, ପରିବା କହୁଛି ମୋତେ ଛୁଅଁନା | Odisha Reporter
Advertisment
କନ୍ଦାଇଲାଣି ପିଆଜ ଓ ପନିପରିବା। ବଜାରରେ ଯାହାକୁ ଛୁଇଁଲେ ୬୦। କିଛି ପରିବାର ଦାମ୍ ୮୦ ପାର କଲାଣି। ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us