Advertisment

ତେଲ ଦର କମାଇବାକୁ ସରକାରକୁ ଅପିଲ୍ କଲେ ସୋନିଆ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ। ଏ ନେଇ ସରକାରକୁ ବିରୋଧୀ କଂଗ୍ରେସ ସମେତ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ଘେରିଛନ୍ତି। ଗୁରୁବାର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ କହିଛନ୍ତି ସରକାର ଉତ୍ପାଦ ଶୁଳ୍କ କମାଇ ତେଲ ଦର କମାଇବା ଦରକାର। ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି, ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇ ମଧ୍ୟବିତ୍ତ ପରିବାରର […]

ଅଦ୍ୟତନ ହୋଇଛି
ଜାନୁୟାରୀରେ ଓଡ଼ିଶା ଆସିବେ ସୋନିଆ ଗାନ୍ଧି!

sonia

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ। ଏ ନେଇ ସରକାରକୁ ବିରୋଧୀ କଂଗ୍ରେସ ସମେତ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ଘେରିଛନ୍ତି। ଗୁରୁବାର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ କହିଛନ୍ତି ସରକାର ଉତ୍ପାଦ ଶୁଳ୍କ କମାଇ ତେଲ ଦର କମାଇବା ଦରକାର।

Advertisment

ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି, ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗୁଛନ୍ତି ବୋଲି ସୋନିଆ କହିଛନ୍ତି।

ଅଶୋଧିତ ତେଲର ବ୍ୟାରେଲ ପିଛା ୫୦.୯୬ ଡଲାର ରହିଛି। ଅର୍ଥାତ୍ ଲିଟର ପିଛା ୨୩.୪୩ ପଇସା ରହିଛି। ହେଲେ ଉତ୍ପାଦ ଶୁଳ୍କ ପାଇଁ ଡିଜେଲ ଦର ୭୪.୩୮ ପଇସା ରହିଥିବା ବେଳେ ପେଟ୍ରୋଲ ଦର ୮୪.୨୦ ପଇସା ରହିଛି। ଦୀର୍ଘ ୭୩ ବର୍ଷରେ ପ୍ରଥମ ଥର ପାଇଁ ଦର ସର୍ବାଧିକ ରହିଛି ବୋଲି ସୋନିଆ କହିଛନ୍ତି।

Advertisment

ସେହିପରି ରୋଷେଇ ଗ୍ୟାସ ଦାମ ବଢ଼ିବାକୁ ନେଇ ମୋଦି ସରକାରକୁ ଘେରିଛନ୍ତି ସୋନିଆ। ରୋଷେଇ ସିଲିଣ୍ଡରର ଦାମ ବଢ଼ିଥିବାରୁ ରୋଷେଇ ଘର ବଜେଟ ବଢ଼ିଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe