ଆସନ୍ତାବର୍ଷରୁ ବଦଳିଯିବ ଘରୋଇ କମ୍ପାନୀ କର୍ମଚାରୀଙ୍କ ଦରମା!

ନୂଆଦିଲ୍ଲୀ: ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିବ। କର୍ମଚାରୀଙ୍କ ଦରମା ୧ ଏପ୍ରିଲ ୨୦୨୧ରୁ କମିବାକୁ ଯାଉଛି। କାରଣ କମ୍ପାନୀଗୁଡିକ ନୂଆ ବେତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେତନ ବା ଦରମା ପ୍ୟାକେଜକୁ ପୁନର୍ଗଠିତ କରିବେ। ଗତ ବର୍ଷ ସଂସଦରେ କୋଡ୍ ଅନ୍ ଓ୍ୱେଜେସ୍ ୨୦୧୯ ପାରିତ ହୋଇଥିଲା। ଏବେ ଏହା ଆଗାମୀ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ। ଏହି ନୂଆ ବେତନ ନିୟମ ଅନୁଯାୟୀ ଅବସର ପରେ ସାମାଜିକ ସୁରକ୍ଷାକୁ  ଅଧିକ ସୁନିଶ୍ଚିତ […]

salary

salary

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 07:50 PM IST

Sports

Latest News

ନୂଆଦିଲ୍ଲୀ: ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିବ। କର୍ମଚାରୀଙ୍କ ଦରମା ୧ ଏପ୍ରିଲ ୨୦୨୧ରୁ କମିବାକୁ ଯାଉଛି। କାରଣ କମ୍ପାନୀଗୁଡିକ ନୂଆ ବେତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେତନ ବା ଦରମା ପ୍ୟାକେଜକୁ ପୁନର୍ଗଠିତ କରିବେ। ଗତ ବର୍ଷ ସଂସଦରେ କୋଡ୍ ଅନ୍ ଓ୍ୱେଜେସ୍ ୨୦୧୯ ପାରିତ ହୋଇଥିଲା। ଏବେ ଏହା ଆଗାମୀ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ। ଏହି ନୂଆ ବେତନ ନିୟମ ଅନୁଯାୟୀ ଅବସର ପରେ ସାମାଜିକ ସୁରକ୍ଷାକୁ  ଅଧିକ ସୁନିଶ୍ଚିତ କରାଇବ ବୋଲି କୁହାଯାଉଛି।

ନୂଆ ବେତନ ନିୟମ

ନୂଆ ନିୟମ ଅନୁଯାୟୀ କର୍ମଚାରୀଙ୍କ ବେସିକ୍ ପେ, ମୋଟ୍ ଦରମାର ଅନ୍ତତଃ ୫୦ ପ୍ରତିଶତ ରଖିବାକୁ ହେବ। ଫଳରେ ମୋଟ୍ ଦରମାରୁ ପିଏଫ୍ ଓ ଗ୍ରାଚୁଇଟି ବାବଦରେ କଟୁଥିବା ଟଙ୍କାର ପରିମାଣ ବଢ଼ିଯିବ। ତେଣୁ ଟେକ୍-ହୋମ୍ ହ୍ରାସ ପାଇବ।

ଏବେ କ'ଣ ରହିଛି ବେତନ ନିୟମ?

ଅଧିକାଂଶ କମ୍ପାନୀ ସାଧାରଣତଃ କର୍ମଚାରୀଙ୍କ ବେତନ ପ୍ୟାକେଜର ଅଣ-ଭତ୍ତା ଅଂଶକୁ ୫୦% ତଳେ ରଖନ୍ତି। ଏହି କାରଣରୁ ଅଧିକାଂଶ କର୍ମଚାରୀଙ୍କ ବେତନ ପ୍ୟାକେଜରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। କମ୍ପାନୀଗୁଡିକ ନୂଆ ଆବଶ୍ୟକତା ପୂରଣ କରିବା ପାଇଁ କର୍ମଚାରୀଙ୍କ ବେସିକ୍ ଦରମା ବୃଦ୍ଧି କରିବାକୁ ପଡିବ।

ତେବେ କର୍ମଚାରୀ ଅବସର ପରେ ଅପେକ୍ଷାକୃତ ଅଧିକ ଟଙ୍କା ପାଇବେ। ଏହି ନିୟମ ବିଶେଷତଃ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story