ଟାଟା ତିଆରି କରିବ iPhone

ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଟାଟା ଆଇଫୋନ୍ ତିଆରି କରିବ।

Mobile

Representational Image

Jitendra Garnayak
  • Published: Friday, 27 October 2023
  • Updated: 27 October 2023, 09:56 PM IST

ଦେଶରେ ତିଆରି ହେବ ଆଇଫୋନ୍। ଟାଟା ତିଆରି କରିବ ଆଇଫୋନ୍। ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ।

ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨ରୁ ଅଢ଼େଇ ବର୍ଷ ମଧ୍ୟରେ ଟାଟା ଆଇଫୋନ୍ ତିଆରି କରିବ। ଏହା ଫଳରେ ଭାରତରେ ମିଳୁଥିବା ଆଇଫୋନ୍ ଦର କମିବା ସମ୍ଭାବନା ରହିଛିା ଏହା ପୂର୍ବରୁ ଗୁଗଲ୍ ପିକ୍ସଲ୍ ଫୋନ୍ ବି ଭାରତରେ ତିଆରି ହେବା ନେଇ ଘୋଷଣା ହୋଇଛି।

Also Read

ସେହିପରି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ଯୋଗ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍ ହିଁ ଡିଜିଟାଲ ଇଣ୍ଡିଆର ପ୍ରବେଶ ଦ୍ୱାର। ଭାରତ ଏବେ ଟେଲିକମ୍ ଯନ୍ତ୍ରାଂଶ ନିର୍ମାଣରେ ଆତ୍ମନିର୍ଭର ହେବା ସହ ୭୦ଟି ଦେଶକୁ ଯନ୍ତ୍ରାଂଶ ରତ୍ପାନୀ କରୁଛି। ପୂର୍ବରୁ ଟାୱାର ନିର୍ମାଣ ପାଇଁ ଅନୁମତି ମିଳିବାକୁ ୨୩୦ ଦିନ ସମୟ ଲାଗୁଥିବା ବେଳେ ଏବେ ମାତ୍ର ୭ ଦିନ ସମୟ ଲାଗୁଛି । ଏଥିସହ ଦେଶରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦିନିକିଆ ବିଶ୍ୱକପର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ବେଳେ ମୋବାଇଲ ଦର୍ଶକଙ୍କ ସଂଖ୍ୟା ୪ କୋଟି ପାର ହୋଇଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story