Advertisment

କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଉପର ମୁହାଁ

ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପରିବା ଦର ।

author-image
Manoj Swain

ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପରିବା ଦର । କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଉପର ମୁହାଁ । ୫୦୦ ଟଙ୍କାରେ ବି ପୁରୁନି ବ୍ୟାଗ୍ । ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ଆସିଥିବା ଗ୍ରାହକ କଣ କହିଲେ ଶୁଣନ୍ତୁ... 

Advertisment
Vegetable Prices Hike