vivo ସ୍ମାର୍ଟଫୋନ୍‌ ଏବେ ମାତ୍ର ୧୦୧ ଟଙ୍କାରେ !

ନୂଆଦିଲ୍ଲୀ: ନୂଆବର୍ଷ ଓ ଖ୍ରୀଷ୍ଟମାସ ପୂର୍ବରୁ VIVO ନିଜର ସ୍ମାର୍ଟଫୋନ୍‌ରେ ଅଫର୍‌ ଆଣିବାକୁ ଯାଉଛି। ଆଉ ଦିନ କେତେଟା ପରେ ବଜାରକୁ ଆସିବ କମ୍ପାନୀର ନୁଆ ଫୋନ୍‌। ହଜାରେ କି ୫ ହଜାର ନୁହେଁ ଏଥର ଏହି ଫୋନ୍‌ ଆପଣ ହାତେଇପାରିବେ ମାତ୍ର ୧୦୧ ଟଙ୍କାରେ। ବିଶ୍ୱାସ ହେଉ ନ ଥିଲେ ବି କଥାଟା ନିରାଟ ସତ। ଗ୍ରାହକଙ୍କୁ ଖୁସ୍‌ କରିବା ଆଉ ଭାରତୀୟ ମାର୍କେଟରେ ନିଜ ପାଦ ଦୃଢ କରିବାକୁ କମ୍ପାନୀ ଏମିତି ପଦକ୍ଷେପ ନେଇଛି। […]

smart

smart

Mihir Pattnayak
  • Published: Friday, 21 December 2018
  • Updated: 21 December 2018, 02:47 PM IST

Sports

Latest News

ନୂଆଦିଲ୍ଲୀ: ନୂଆବର୍ଷ ଓ ଖ୍ରୀଷ୍ଟମାସ ପୂର୍ବରୁ VIVO ନିଜର ସ୍ମାର୍ଟଫୋନ୍‌ରେ ଅଫର୍‌ ଆଣିବାକୁ ଯାଉଛି। ଆଉ ଦିନ କେତେଟା ପରେ ବଜାରକୁ ଆସିବ କମ୍ପାନୀର ନୁଆ ଫୋନ୍‌। ହଜାରେ କି ୫ ହଜାର ନୁହେଁ ଏଥର ଏହି ଫୋନ୍‌ ଆପଣ ହାତେଇପାରିବେ ମାତ୍ର ୧୦୧ ଟଙ୍କାରେ।

ବିଶ୍ୱାସ ହେଉ ନ ଥିଲେ ବି କଥାଟା ନିରାଟ ସତ। ଗ୍ରାହକଙ୍କୁ ଖୁସ୍‌ କରିବା ଆଉ ଭାରତୀୟ ମାର୍କେଟରେ ନିଜ ପାଦ ଦୃଢ କରିବାକୁ କମ୍ପାନୀ ଏମିତି ପଦକ୍ଷେପ ନେଇଛି। ଏହି ସ୍ମାର୍ଟଫୋନ୍‌ରେ Vivo NEX, Vivo V11, V11 Pro, Y83 Pro ମଡେଲ୍‌ ରହିଛି।
ଆପଣ ଏହି ସମସ୍ତ ମଡେଲ୍‌ର ଫୋନ୍‌କୁ ୧୦୧ ଟଙ୍କାରେ କିଣିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଭୋର ଏହି ଅଫର୍‌ ଅନ୍‌ଲାଇନ୍‌ରେ ନୁହେଁ, ଆପଣଙ୍କ ପାଇଁ ଅଫ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେବ।

ଏହି ଅଫର୍‌ର ନାମ ହେଉଛି, ‘ନ୍ୟୁ ଫୋନ୍‌ ନ୍ୟୁଇୟର୍‌’। ଏହି ଅଫର୍‌ର ବୈଧତା କେବଳ ୪୧ ଦିନ ପର୍ଯ୍ୟନ୍ତ ରହିଛି। ଯାହା ୨୦ ଡିସେମ୍ୱର ୨୦୧୮ରୁ ଆରମ୍ଭ ହୋଇ ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଚାଲିବ। ଦେଶର ସମସ୍ତ ଅଥରାଇଜଡ୍‌ ଷ୍ଟୋର୍‌ରେ ଆପଣ ଭିଭୋର ଏହି ଫୋନ୍‌କୁ କିଣିପାରିବେ।

ଏହି ଅଫର୍‌ ଅନୁସାରେ, ଗ୍ରାହକ  ୧୦ ହଜାର ଟଙ୍କାରୁ ଅଧିକ ଫୋନ୍‌କୁ ୧୦୧ ଟଙ୍କା ଦେଇ କିଣିପାରିବେ।  କିନ୍ତୁ ଏହାପରେ ଆପଣଙ୍କୁ ୬ଟି କିସ୍ତିରେ ବଳକା ଟଙ୍କା ଦାଖଲ କରିବାକୁ ପଡ଼ିବ।

ଏହି ସମସ୍ତ ସ୍ମାର୍ଟଫୋନ୍‌ କିଣିବା  ପାଇଁ ଆପଣଙ୍କୁ KYCର ଆବଶ୍ୟକତା ରହିଛି। ଏହା ସହିତ ପାନ୍‌ କାର୍ଡ, ଭୋଟର୍‌ ଆଇଡି ଓ ଆଧାର କାର୍ଡ ମଧ୍ୟ ଜରୁରୀ ଅଟେ। ଏହାପରେ ହିଁ ଆପଣ ସ୍ମାର୍ଟଫୋନ୍‌ ଚୟନ କରିପାରିବେ।

ଭିଭୋର ସବୁଠାରୁ ଦାମୀ ଫୋନ୍‌ ହେଉଛି, NEX। ଯାହାର ଦାମ୍‌ ୪୫ ହଜାର ଟଙ୍କା। ଏହି ଫୋନ୍‌ ମଧ୍ୟ ଆପଣ ୧୦୧ ଟଙ୍କାରେ କିଣିପାରିବେ।
‘ନ୍ୟୁ ଫୋନ୍‌ ନ୍ୟୁଇୟର୍‌’ ଅଫର୍‌ ସହିତ କମ୍ପାନୀ ଏଚ୍‌ଡିଏଫ୍‌ସି ଜିରୋ ଡାଉନ୍‌ ପେମେଣ୍ଟ୍‌ ଅଫର୍‌ ମଧ୍ୟ ଦେଉଛି। ଏହା ବ୍ୟତୀତ ଆପଣ ଯଦି କ୍ରେଡିଟ୍‌ କାର୍ଡରେ ସପିଙ୍ଗ୍‌ କରିବେ, ତେବେ ଆପଣଙ୍କୁ ୫ ପ୍ରତିଶତ ଅଧିକ ଡିସ୍‌କାଉଣ୍ଟ୍‌ ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story