Advertisment

ନୂଆ ବର୍ଷରେ ଲଞ୍ଚ୍‌ ହେବ Vivoର ନୂଆ ଫୋନ୍

ନୂଆଦିଲ୍ଲୀ: ନୂଆ ବର୍ଷରେ ଭିଭୋ ଆଣୁଛି ନୂଆ ଫୋନ୍‌। ଜାନୁଆରୀ ୪ରେ Vivo ଭାରତରେ ଲଞ୍ଚ୍‌ କରିବ S1 Pro। ଏ ସମ୍ପର୍କିତ ସୂଚନା କମ୍ପାନୀ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ୍ ଜରିଆରେ ଦେଇଛି। ଏହା ବ୍ୟତୀତ ଆମାଜନ୍‌ ଇଣ୍ଡିଆ ମଧ୍ୟ ନିଜ ୱେବ୍‌ସାଇଟ୍‌ରେ ଏହି ଫୋନ୍‌ର ଏକ ଟିଜର୍‌ ଜାରି କରିଛି। ଏଥିରୁ ଜଣାପଡ଼ୁଛି ଯେ ଫୋନ୍‌ଟି ଲଞ୍ଚ୍‌ ହେବା ପରେ ତୁରନ୍ତ ଆମାଜନ୍‌ରେ ଉପଲବ୍ଧ ହେବ। କମ୍ପାନୀ ଗତମାସରେ ଏହି ଫୋନ୍‌ଟିର ଗ୍ଲୋବାଲ୍‌ ଭ୍ୟାରିୟାଣ୍ଟକୁ […]

ଅଦ୍ୟତନ ହୋଇଛି
ନୂଆ ବର୍ଷରେ ଲଞ୍ଚ୍‌ ହେବ Vivoର ନୂଆ ଫୋନ୍

vivo-s1-pro

Advertisment

ନୂଆଦିଲ୍ଲୀ: ନୂଆ ବର୍ଷରେ ଭିଭୋ ଆଣୁଛି ନୂଆ ଫୋନ୍‌। ଜାନୁଆରୀ ୪ରେ Vivo ଭାରତରେ ଲଞ୍ଚ୍‌ କରିବ S1 Pro। ଏ ସମ୍ପର୍କିତ ସୂଚନା କମ୍ପାନୀ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ୍ ଜରିଆରେ ଦେଇଛି। ଏହା ବ୍ୟତୀତ ଆମାଜନ୍‌ ଇଣ୍ଡିଆ ମଧ୍ୟ ନିଜ ୱେବ୍‌ସାଇଟ୍‌ରେ ଏହି ଫୋନ୍‌ର ଏକ ଟିଜର୍‌ ଜାରି କରିଛି। ଏଥିରୁ ଜଣାପଡ଼ୁଛି ଯେ ଫୋନ୍‌ଟି ଲଞ୍ଚ୍‌ ହେବା ପରେ ତୁରନ୍ତ ଆମାଜନ୍‌ରେ ଉପଲବ୍ଧ ହେବ। କମ୍ପାନୀ ଗତମାସରେ ଏହି ଫୋନ୍‌ଟିର ଗ୍ଲୋବାଲ୍‌ ଭ୍ୟାରିୟାଣ୍ଟକୁ ଫିଲିପାଇନ୍‌ସରେ ଲଞ୍ଚ୍‌ କରିଥିଲା। ଆଉ ଏବେ ଏହା ଭରତରେ ଲଞ୍ଚ୍‌ ହେବାକୁ ଯାଉଛି।

Advertisment

ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ପଛରେ ଥିବା ଡାଇମଣ୍ଡ୍‌ ଶେପ୍‌ର କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌। ଫିଲିପାଇନ୍‌ସ୍‌ରେ ଏହି ଫୋନ୍‌ର ଦାମ୍‌ ଦେଖିଲେ ଭାରତରେ ଏହା ପାଖାପାଖି ୨୨ ହଜାର ଟଙ୍କାରେ ମିଳିବ ବୋଲି ଅନୁମାନ କରାଯାଉଛି।

publive-imageVivo S1 Pro ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୩୮ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍ ସହିତ ୱାଟର୍ ଡ୍ରପ ନଚ୍ ଓ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୬୬୫
  • ରାମ୍: 8 GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 48 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4500mAh ସହ 30 ୱାଟ୍  VOOC 4.0 ଫ୍ଲାସ୍‌ ଚାର୍ଜିଂ ସପୋର୍ଟ
  • କଲର୍‌ ଅପଶନ୍‌: ଫ୍ୟାନ୍ସି ସ୍କାଇ, ନାଇଟ୍‌ ବ୍ଲାକ୍‌
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe