Advertisment

ପାଞ୍ଚଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ Vivo S5 ଲଞ୍ଚ୍‌

ନୂଆଦିଲ୍ଲୀ : ଚାଇନାରେ ଏକ ଇଭେଣ୍ଟରେ Vivo S5 ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ଫୋନ୍‌ରେ ପଞ୍ଚ୍‌ ହୋଲ୍‌ ଡିସପ୍ଲେ ଡିଜାଇନ୍‌ ସହିତ କ୍ୱାର୍ଡ ରିୟର୍‌ କ୍ୟାମେରା ରହିଛି। ସେହିପରି ଫୋନ୍‌ର ବ୍ୟାକ୍‌ରେ ଡାଇମଣ୍ଡ୍‌ ଶେପ୍‌ର କ୍ୟାମେରା ମଡ୍ୟୁଲ୍‌ ରହିଛି, ଯେଉଁଥିରେ ତିନୋଟି ସେନସର୍‌ ଦିଆଯାଇଛି ଏବଂ ଚତୁର୍ଥ ସେନସର୍‌କୁ କ୍ୟାମେରା ମଡ୍ୟୁଲ୍‌ର ବଟମ୍‌ରେ ଦିଆଯାଇଛି। Vivo S5 ସ୍ମାର୍ଟଫୋନ୍‌ର ୮ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୭,୬୦୦ ଟଙ୍କା ଥିବାବେଳେ ୮ଜିବି […]

ପାଞ୍ଚଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ Vivo S5 ଲଞ୍ଚ୍‌

vivo2

Advertisment

ନୂଆଦିଲ୍ଲୀ : ଚାଇନାରେ ଏକ ଇଭେଣ୍ଟରେ Vivo S5 ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ଫୋନ୍‌ରେ ପଞ୍ଚ୍‌ ହୋଲ୍‌ ଡିସପ୍ଲେ ଡିଜାଇନ୍‌ ସହିତ କ୍ୱାର୍ଡ ରିୟର୍‌ କ୍ୟାମେରା ରହିଛି। ସେହିପରି ଫୋନ୍‌ର ବ୍ୟାକ୍‌ରେ ଡାଇମଣ୍ଡ୍‌ ଶେପ୍‌ର କ୍ୟାମେରା ମଡ୍ୟୁଲ୍‌ ରହିଛି, ଯେଉଁଥିରେ ତିନୋଟି ସେନସର୍‌ ଦିଆଯାଇଛି ଏବଂ ଚତୁର୍ଥ ସେନସର୍‌କୁ କ୍ୟାମେରା ମଡ୍ୟୁଲ୍‌ର ବଟମ୍‌ରେ ଦିଆଯାଇଛି।

Advertisment

Vivo S5 ସ୍ମାର୍ଟଫୋନ୍‌ର ୮ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୭,୬୦୦ ଟଙ୍କା ଥିବାବେଳେ ୮ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୩୦, ୭୦୦ ଟଙ୍କା ରହିଛି। ୨୨ ନଭେମ୍ୱରରୁ କମ୍ପାନୀ ଏହି ଫୋନ୍‌ର ବିକ୍ରି ଆରମ୍ଭ କରିବ।

ଫୋନ୍‌ରେ ରହିଛି ଏହିସବୁ ଫିଚର୍‌

- ୬.୪୪ ଇଞ୍ଚର ଫୁଲ୍‌ HD+ OLED ଡିସପ୍ଲେ। ଏହି ଡିସପ୍ଲେରେ ଫିଙ୍ଗର୍‌ପ୍ରିଣ୍ଟ ସେନସର୍‌ ରହିଛି।

Advertisment

- କ୍ୱାଲକମ୍‌ ସ୍ମାପ୍‌ଡ୍ରାଗନ୍‌ ୭୧୨ ପ୍ରୋସେସର୍‌

- ୮ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ କ୍ଷମତା

- ୪୧୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଓ ୨୨.୫ ୱାଟ୍‌ର ଫ୍ଲାସ୍‌ ଚାର୍ଜ ସପୋର୍ଟ ରହିଛି।

- ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନ୍‌ରେ ୪୮,୩୨,୮,୫ ଓ ୨ ମେଗା ପିକ୍ସେଲ୍‌ର ୫ଟି କ୍ୟାମେରା ରହିଛି।

- ସେଲ୍‌ଫି ପାଇଁ ୩୨ ମେଗା ପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe