Advertisment

ଭାରତରେ ଲଞ୍ଚ୍‌ ହେଲା Vivo V17

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଛି Vivo V17। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ସୁପର ନାଇଟ୍‌ ମୋଡ୍‌ ଉପଲବ୍ଧ ରହିଛି। ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହାର କ୍ୱାଡ୍‌ ରିୟର୍‌ କ୍ୟାମେରା। ଏଥିସହ ଏହି ଫୋନ୍‌ରେ ସେଲ୍‌ଫି ପାଇଁ ପଞ୍ଚ୍‌ହୋଲ୍‌ କ୍ୟାମେରା ଦିଆଯାଇଛି। Vivo V17ର ମୂଲ୍ୟ ୨୨ ହଜାର ୯୯୦ ଟଙ୍କା ରଖାଯାଇଛି। ଏହାର ବିକ୍ରି ଡିସେମ୍ବର ୧୭ରୁ ଆରମ୍ଭ ହେବ। ଗ୍ରାହକ ଏହାକୁ ଫ୍ଲିପ୍‌କାର୍ଟ, ଆମାଜନ୍‌ ଇଣ୍ଡିଆ ଓ ଅଫ୍‌ଲାଇନ୍‌ ଷ୍ଟୋର୍‌ରୁ […]

author-image
Chinmayee Roy
ଭାରତରେ ଲଞ୍ଚ୍‌ ହେଲା Vivo V17

vivo

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଛି Vivo V17। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ସୁପର ନାଇଟ୍‌ ମୋଡ୍‌ ଉପଲବ୍ଧ ରହିଛି। ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହାର କ୍ୱାଡ୍‌ ରିୟର୍‌ କ୍ୟାମେରା। ଏଥିସହ ଏହି ଫୋନ୍‌ରେ ସେଲ୍‌ଫି ପାଇଁ ପଞ୍ଚ୍‌ହୋଲ୍‌ କ୍ୟାମେରା ଦିଆଯାଇଛି।

Advertisment

Vivo V17ର ମୂଲ୍ୟ ୨୨ ହଜାର ୯୯୦ ଟଙ୍କା ରଖାଯାଇଛି। ଏହାର ବିକ୍ରି ଡିସେମ୍ବର ୧୭ରୁ ଆରମ୍ଭ ହେବ। ଗ୍ରାହକ ଏହାକୁ ଫ୍ଲିପ୍‌କାର୍ଟ, ଆମାଜନ୍‌ ଇଣ୍ଡିଆ ଓ ଅଫ୍‌ଲାଇନ୍‌ ଷ୍ଟୋର୍‌ରୁ କିଣିପାରିବେ। ଏସବୁ ବ୍ୟତୀତ ସେମାନେ ଏହାକୁ ଭିଭୋର ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ ମଧ୍ୟ କିଣିପାରିବେ।  ଏହି ଫୋନ୍‌କୁ ଗତ କିଛି ଦିନ ତଳେ ରୁଷରେ ଲଞ୍ଚ୍‌ କରାଯାଇଥିଲା। ସେଠାରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୨୫ ହଜାର ୮୦୦ ଟଙ୍କା ରଖାଯାଇଥିଲା।

https://twitter.com/Vivo_India/status/1201735312285810695

Vivo V17ର ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୪୪ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ୱିଥ୍ Funtounc OS 9.2 ଅପରେଟିଂ ସିଷ୍ଟମ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 675 AIE
  • ରାମ୍: 8 GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 48 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • କଲର୍ ଅପଶନ୍: ମିଡ୍‌ନାଇଟ୍ ବ୍ଲାକ୍‌ ଓ ଗ୍ଲେସିୟର୍‌ ହ୍ୱାଇଟ୍
  • ବ୍ୟାଟେରୀ: 4,500mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ
Advertisment