Advertisment

୯ରେ ଭାରତରେ ଲଞ୍ଚ୍‌ ହେବ Vivo V17

ନୂଆଦିଲ୍ଲୀ: ଅନେକ ଦିନ ହେଲାଣି ଭାରତୀୟ ଭିଭୋ ୟୁଜର୍‌ମାନେ ଭାରତୀୟ ବଜାରରେ Vivo V17କୁ ଅପେକ୍ଷା କରିଛନ୍ତି। ଏବେ କମ୍ପାନୀ ଏହାର ଅଫିସିଆଲ୍‌ ଲଞ୍ଚିଂ ଡେଟ୍‌ ଘୋଷଣା କରିଦେଇଛି। ଏହି ଫୋନ୍‌ଟି ଭାରତରେ ଡିସେମ୍ବର ୯ରେ ଲଞ୍ଚ୍‌ ହେବ। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ସୁପର ନାଇଟ୍‌ ମୋଡ୍‌ ଉପଲବ୍ଧ ହେବ। ଏହି ଫୋନ୍‌କୁ ଗତ କିଛି ଦିନ ତଳେ ରୁଷରେ ଲଞ୍ଚ୍‌ କରାଯାଇଥିଲା। ସେଠାରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୨୫ ହଜାର […]

author-image
Chinmayee Roy
ଅଦ୍ୟତନ ହୋଇଛି
ଭାରତରେ ଲଞ୍ଚ୍‌ ହେଲା Vivo V17

vivo

ନୂଆଦିଲ୍ଲୀ: ଅନେକ ଦିନ ହେଲାଣି ଭାରତୀୟ ଭିଭୋ ୟୁଜର୍‌ମାନେ ଭାରତୀୟ ବଜାରରେ Vivo V17କୁ ଅପେକ୍ଷା କରିଛନ୍ତି। ଏବେ କମ୍ପାନୀ ଏହାର ଅଫିସିଆଲ୍‌ ଲଞ୍ଚିଂ ଡେଟ୍‌ ଘୋଷଣା କରିଦେଇଛି। ଏହି ଫୋନ୍‌ଟି ଭାରତରେ ଡିସେମ୍ବର ୯ରେ ଲଞ୍ଚ୍‌ ହେବ। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏଥିରେ ସୁପର ନାଇଟ୍‌ ମୋଡ୍‌ ଉପଲବ୍ଧ ହେବ।

Advertisment

ଏହି ଫୋନ୍‌କୁ ଗତ କିଛି ଦିନ ତଳେ ରୁଷରେ ଲଞ୍ଚ୍‌ କରାଯାଇଥିଲା। ସେଠାରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୨୫ ହଜାର ୮୦୦ ଟଙ୍କା ରଖାଯାଇଛି। କମ୍ପାନୀ ନିଜର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ଏ ସମ୍ପର୍କିତ ସୂଚନା ଦେଇଛି। ତେବେ ଭାରତରେ ଏହାର ଦାମ୍ କେତେ ରହିବ, ତାହା ଜଣାପଡ଼ିନି।

https://twitter.com/Vivo_India/status/1201735312285810695

Vivo V17ର ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୩୮ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍ ୱିଥ୍ ୱାଟର୍‌ ଡ୍ରପ୍‌ ନଚ୍‌, ପଞ୍ଚ୍ ହୋଲ୍‌
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 665
  • ରାମ୍: 8 GB
  • ଷ୍ଟୋରେଜ୍: 128GB
  • ରିୟର କ୍ୟାମେରା: 48 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4,500mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ
Advertisment