Advertisment

ଲଞ୍ଚ୍‌ ହେଲା Vivo Y11

ନୂଆଦିଲ୍ଲୀ: Vivo ଭିଏତନାମରେ ତା’ର ନୂଆ ଫୋନ୍‌ Vivo Y11 (2019) ଲଞ୍ଚ୍ କରିଛି। ଏହାକୁ କମ୍ପାନୀ ୩ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ ସହ ଗୋଟିଏ ଭ୍ୟାରିୟାଣ୍ଟରେ ଲଞ୍ଚ୍ କରିଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରରେ ପ୍ରାୟ ୯,୨୦୦ ଟଙ୍କା ରହିଛି। ତେବେ ସାରା ବିଶ୍ୱରେ କେବେ ଏହି ଫୋନ୍‌କୁ କମ୍ପାନୀ ଲଞ୍ଚ୍ କରିବ, ସେ ନେଇ କିଛି କହି ନାହିଁ। ଆଶା କରାଯାଉଛି, ଖୁବ୍ ଶୀଘ୍ର ଏହା ଭାରତ ଓ ଚୀନରେ […]

ଅଦ୍ୟତନ ହୋଇଛି
ଲଞ୍ଚ୍‌ ହେଲା Vivo Y11

vivo

Advertisment

ନୂଆଦିଲ୍ଲୀ: Vivo ଭିଏତନାମରେ ତା’ର ନୂଆ ଫୋନ୍‌ Vivo Y11 (2019) ଲଞ୍ଚ୍ କରିଛି। ଏହାକୁ କମ୍ପାନୀ ୩ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ ସହ ଗୋଟିଏ ଭ୍ୟାରିୟାଣ୍ଟରେ ଲଞ୍ଚ୍ କରିଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରରେ ପ୍ରାୟ ୯,୨୦୦ ଟଙ୍କା ରହିଛି। ତେବେ ସାରା ବିଶ୍ୱରେ କେବେ ଏହି ଫୋନ୍‌କୁ କମ୍ପାନୀ ଲଞ୍ଚ୍ କରିବ, ସେ ନେଇ କିଛି କହି ନାହିଁ। ଆଶା କରାଯାଉଛି, ଖୁବ୍ ଶୀଘ୍ର ଏହା ଭାରତ ଓ ଚୀନରେ ଲଞ୍ଚ୍ ହେବ। ଭାରତରେ ମଧ୍ୟ ଏହାର ମୂଲ୍ୟ ସେହି ୯,୨୦୦ ଟଙ୍କା ପାଖାପାଖି ରହିପାରେ।

Advertisment

publive-imageଫିଚର୍:

ଡିସ୍‌ପ୍ଲେ ସାଇଜ୍‌: ୬.୩୫ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, 720×1544 ପିକ୍ସେଲ୍

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ

ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 439

ରାମ୍: 3 GB

ଷ୍ଟୋରେଜ୍: 32 GB

କଲର ଅପ୍‌ସନ୍‌: କୋରାଲ୍‌ ରେଡ୍‌ ଓ ଜେଡ୍‌ ଗ୍ରୀନ୍

ରିୟର କ୍ୟାମେରା: 13 MP(f/2.2)+2MP(f/2.4)

ଫ୍ରଣ୍ଟ୍‌ କ୍ୟାମେରା: 8 MP(f/1.8)

ବ୍ୟାଟେରୀ: 5000mAh

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe