ଭାରତରେ ଲଞ୍ଚ୍‌ ହେଲା Vivo Y19

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍‌ ହୋଇଛି ଭିଭୋ- Y ସିରିଜ୍‌ର ନୂଆ ସ୍ମାର୍ଟଫୋନ୍ Vivo Y19। Y ସିରିଜ୍‌ର ଅନ୍ୟ ସ୍ମାର୍ଟଫୋନ୍‌ ପରି ଏହା ମଧ୍ୟ କେବଳ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ହିଁ ବିକ୍ରି ହେବ। ଏହି ଫୋନ୍‌ଟି ଗେମ୍‌ ପ୍ରେମୀଙ୍କ ପାଇଁ ବେଶ୍ ଭଲ। କାରଣ ଏହାକୁ ମଲ୍ଟି ଟର୍ବୋ ଓ ଗେମ୍‌ ସ୍ପେସ୍‌ ସପୋର୍ଟ ସହ ଲଞ୍ଚ୍‌ କରାଯାଇଛି। କମ୍ପାନୀ Vivo Y19କୁ ମାତ୍ର ଗୋଟିଏ ଭ୍ୟାରିଆଣ୍ଟ 4GBରାମ୍ ଓ 128GB ଷ୍ଟାରେଜ୍‌ରେ ଲଞ୍ଚ୍‌ କରିଛି। ଏହାର […]

vivo

Chinmayee Roy
  • Published: Sunday, 17 November 2019
  • , Updated: 17 November 2019, 02:51 PM IST

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍‌ ହୋଇଛି ଭିଭୋ- Y ସିରିଜ୍‌ର ନୂଆ ସ୍ମାର୍ଟଫୋନ୍ Vivo Y19। Y ସିରିଜ୍‌ର ଅନ୍ୟ ସ୍ମାର୍ଟଫୋନ୍‌ ପରି ଏହା ମଧ୍ୟ କେବଳ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ହିଁ ବିକ୍ରି ହେବ। ଏହି ଫୋନ୍‌ଟି ଗେମ୍‌ ପ୍ରେମୀଙ୍କ ପାଇଁ ବେଶ୍ ଭଲ। କାରଣ ଏହାକୁ ମଲ୍ଟି ଟର୍ବୋ ଓ ଗେମ୍‌ ସ୍ପେସ୍‌ ସପୋର୍ଟ ସହ ଲଞ୍ଚ୍‌ କରାଯାଇଛି।

କମ୍ପାନୀ Vivo Y19କୁ ମାତ୍ର ଗୋଟିଏ ଭ୍ୟାରିଆଣ୍ଟ 4GBରାମ୍ ଓ 128GB ଷ୍ଟାରେଜ୍‌ରେ ଲଞ୍ଚ୍‌ କରିଛି। ଏହାର ମୂଲ୍ୟ କମ୍ପାନୀ ୧୩ ହଜାର ୯୯୦ ଟଙ୍କା ରଖିଛି। ଏହି ଫୋନ୍‌କୁ ଆପଣ ଦୁଇଟି କଲର୍‌ ଅପସନ୍‌ ମ୍ୟାଗନେଟିର୍‌ ବ୍ଲାକ୍‌ ଓ ସ୍ପ୍ରିଙ୍ଗ୍ ହ୍ୱାଇଟ୍‌ରେ କିଣିପାରିବେ।

Vivo Y19ର ଫିଚର୍:

ଡିସ୍‌ପ୍ଲେ ସାଇଜ୍‌: ୬.୫୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଆଇପିଏସ୍‌ ଏଲ୍‌ସିଡି ଡିସ୍‌ପ୍ଲେ, 1080×2340 ପିକ୍ସେଲ୍

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍ଡ ୱିଥ୍ FunTouch OS 9.2

ପ୍ରୋସେସର୍: ମିଡିଆଟେକ୍ ହିଲିଓ P65

ରାମ୍: ୪ ଜିବି

ଷ୍ଟୋରେଜ୍: 128 GB

ରିୟର କ୍ୟାମେରା: 16MP+8MP+2MP

ଫ୍ରଣ୍ଟକ୍ୟାମେରା: 16 MP

ବ୍ୟାଟେରୀ: 500mAhର ବ୍ୟାଟେରୀ ସହ ୧୮ ୱାଟ୍‌ର ଡୁଆଲ୍‌-ଇଞ୍ଜିନ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

Related story