ମାଇଁ ଜିଓ ଆପ୍‌ରେ ଦଶହରା ଦର୍ଶନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖୁବ୍ କମ୍ ଦିନ ମଧ୍ୟରେ ନାଁ କମାଇଥିବା ମୋବାଇଲ୍  ନେଟ୍‌ୱର୍କ କମ୍ପାନୀ ‘ଜିଓ’ ଦଶହରା ଉପଲକ୍ଷେ ଭୁବନେଶ୍ୱର ଓ କଟକ ସହରରେ ‘ମାଇଁ ଜିଓ ଆପ୍‌ସ’ର ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ୫ଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ‘ମାଇଁ ଜିଓ ଆପ୍‌’ରେ ସ୍ଥାନିତ କରିଛି। କମ୍ପାନୀର ସୂଚନା ଅନୁସାରେ, ଏହି ଡିଜିଟାଲ ଉପସ୍ଥାପନ ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା କୋଟି କୋଟି ଜିଓ […]

new-jio

new-jio

Jagamohan Maharana
  • Published: Tuesday, 16 October 2018
  • Updated: 16 October 2018, 09:57 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖୁବ୍ କମ୍ ଦିନ ମଧ୍ୟରେ ନାଁ କମାଇଥିବା ମୋବାଇଲ୍  ନେଟ୍‌ୱର୍କ କମ୍ପାନୀ 'ଜିଓ' ଦଶହରା ଉପଲକ୍ଷେ ଭୁବନେଶ୍ୱର ଓ କଟକ ସହରରେ ‘ମାଇଁ ଜିଓ ଆପ୍‌ସ’ର ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ୫ଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ 'ମାଇଁ ଜିଓ ଆପ୍‌'ରେ ସ୍ଥାନିତ କରିଛି।

କମ୍ପାନୀର ସୂଚନା ଅନୁସାରେ, ଏହି ଡିଜିଟାଲ ଉପସ୍ଥାପନ ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା କୋଟି କୋଟି ଜିଓ ୟୁଜର ଚାହିଁଲେ ଭୁବନେଶ୍ୱର ଓ କଟକ ସହରର ଦୁର୍ଗାପୂଜା ଏବଂ ସାଜସଜ୍ଜା ଦେଖି ପାରିବେ। କଟକର ପାଞ୍ଚଟି ପୂଜା ମଣ୍ଡପ ଓ ଚାନ୍ଦି ମେଢ଼ ମଧ୍ୟରେ ଚାଉଳିଆଗଞ୍ଜ, ଯୋବ୍ରା, ଶେଖବଜାର, ଚାନ୍ଦିନୀ ଚୌକ ଓ ଚୌଧୁରୀ ବଜାର ପୂଜା ମଣ୍ଡପ ରହିଛି। ଭୁବନେଶ୍ୱରର ଥିମ୍ ଭିତ୍ତିକ  ପୂଜା ମଣ୍ଡପ ମଧ୍ୟରେ ଶହୀଦନଗର, ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ ଓ ବମିଖାଲ ପୂଜାମଣ୍ଡପ ଓ ପେଣ୍ଡାଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story