education
<span data-offset-key="ev66m-0-0">କେନ୍ଦ୍ର ସରକାର କରୋନା ମହାମାରୀ ବେଳେ ନୂଆ ଶିକ୍ଷାନୀତି ଆଣିଛନ୍ତି। ଏବେ ନୂୂଆ ଶିକ୍ଷାନୀତିର ଭିତ୍ତିଭୂମୀ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି। ଏଥିସହ କରୋନା ପାଇଁ ଅନ୍ ଲାଇନ୍ କ୍ଲାସର ଚାହିଦା ବଢ଼ିଛି ତେଣୁ ଆଗାମୀ ଦିନରେ କିଭଳି ଗାଁରେ ଅନ୍ ଲାଇନ୍ ବ୍ୟବସ୍ଥା ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସରକାରଙ୍କ ପାଖରେ ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ରହିଛି। ତେବେ ବଜେଟରେ ଶିକ୍ଷା ବଜେଟ କେତେ ପରିମାଣରେ ରହିବା ଦରକାର ସେ ନେଇ ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ତଥା ଆସୋସିଏଟ ପ୍ରଫେସର ଡକ୍ଟର ପ୍ରୀତିଶ୍ ସାହୁ।</span>
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
