Advertisment

ବଜେଟ୍ ୨୦୨୧-୨୨ ବଡ଼ ଚ୍ୟାଲେଞ୍ଜ ସ୍ୱାସ୍ଥ୍ୟାବସ୍ଥା

<span data-offset-key="5jpnu-0-0">କରୋନା ବେଳେ ଦେଶର ସ୍ୱାସ୍ଥ୍ୟାବସ୍ଥା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏବେ ବି ଦେଶର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପ୍ରଥମ ଟାର୍ଗେଟରେ ରହିଛି କିଭଳି ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ସଜଡ଼ା ହେବ।</span>

author-image
Ordigital Desk