Advertisment

ବଜେଟ ୨୦୨୧-୨୨ କଣ ଆଶା ରଖିଛନ୍ତି ଟିକସଦାତା?

କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ନିମ୍ନ ମୁହାଁ ରହିଛି। ମୁଖ୍ୟତଃ ଦେଶର ମଧ୍ୟବୀତ୍ତ ଏବଂ ଗରିବ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ମଧ୍ୟବୀତ୍ତ ପରିବାର ସରକାରଙ୍କ ଉପରେ ବଜେଟରୁ କିଛି ଆଶା ରଖିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡକ୍ଟର ପ୍ରୀତୀଶ ସାହୁ।

author-image
Ordigital Desk