Advertisment

ପରିବା ପରେ ବଢ଼ିଲା ଡାଲି ଦର!

ହରଡ଼ ଡାଲି ୧୫୦, ମୁଗ ଡାଲି୧୨୦, ଚାଉଳ ୫୫, ଅଦା ୨୫୦। ବଜାରରେ ପନିପରିବା, ଡାଲି ଚାଉଳ ରେଟ ଖାଉଟିଙ୍କୁ ଅଡ଼ୁଆରେ ପକାଇଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ବାଲେଶ୍ଵର ନୂଆ ବଜାରରେ କଣ ରହିଛି ସ୍ଥିତି ଦେଖନ୍ତୁ।

author-image
Debendra Prusty

ହରଡ଼ ଡାଲି ୧୫୦, ମୁଗ ଡାଲି୧୨୦, ଚାଉଳ ୫୫, ଅଦା ୨୫୦। ବଜାରରେ ପନିପରିବା, ଡାଲି ଚାଉଳ ରେଟ ଖାଉଟିଙ୍କୁ ଅଡ଼ୁଆରେ ପକାଇଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ବାଲେଶ୍ଵର ନୂଆ ବଜାରରେ କଣ ରହିଛି ସ୍ଥିତି ଦେଖନ୍ତୁ। 

Advertisment
Price Hike Vegetable Prices Food Price