Advertisment

କାହିଁକି ପିଆଜ ଦର ଏତେ ବଢ଼ିଲା?

ଖୁଚୁରା ବଜାରରେ ମାତ୍ର ୫ ଦିନରେ ୧୦ ଟଙ୍କା ବଢ଼ିଛି ପିଆଜ ଦର।

author-image
Jitendra Garnayak

ବଢ଼ିଛି ପିଆଜ ଦର। ଖୁଚୁରା ବଜାରରେ ମାତ୍ର ୫ ଦିନରେ ୧୦ଟଙ୍କା ବଢ଼ିଛି ପିଆଜ ଦର। କିଲୋଗ୍ରାମ ପ୍ରତି ୩୦ରୁ ୪୦ଟଙ୍କାକୁ ବଢ଼ିଯାଇଛି। ମହାରାଷ୍ଟ୍ରର ନାସିକ ଭଳି ଅଂଚଳରୁ ପିଆଜ ଯୋଗାଣ କମିଥିବାରୁ ଦର ବଢ଼ିଥିବା ଜଣାପଡ଼ିଛି।

Advertisment
Price Hike Onion Price Onion Rate Hike