Advertisment

କାହିଁକି ପିଆଜ ଦର ଏତେ ବଢ଼ିଲା?

ଖୁଚୁରା ବଜାରରେ ମାତ୍ର ୫ ଦିନରେ ୧୦ ଟଙ୍କା ବଢ଼ିଛି ପିଆଜ ଦର।

Advertisment

ବଢ଼ିଛି ପିଆଜ ଦର। ଖୁଚୁରା ବଜାରରେ ମାତ୍ର ୫ ଦିନରେ ୧୦ଟଙ୍କା ବଢ଼ିଛି ପିଆଜ ଦର। କିଲୋଗ୍ରାମ ପ୍ରତି ୩୦ରୁ ୪୦ଟଙ୍କାକୁ ବଢ଼ିଯାଇଛି। ମହାରାଷ୍ଟ୍ରର ନାସିକ ଭଳି ଅଂଚଳରୁ ପିଆଜ ଯୋଗାଣ କମିଥିବାରୁ ଦର ବଢ଼ିଥିବା ଜଣାପଡ଼ିଛି।

Advertisment
Onion Price Price Hike Onion Rate Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe