ଆସିଲା Redmi Note 8 ସିରିଜ୍‌ର ନୂଆ ଫୋନ୍‌

ନୂଆଦିଲ୍ଲୀ: ଶାଓମି ସ୍ପେନ୍‌ରେ Redmi Note 8 ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏହାର ନାଁ ରଖାଯାଇଛି Redmi Note 8T। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଏନ୍‌ଏଫ୍‌ସି (ନିୟର ଫିଲ୍ଡ କମ୍ୟୁନିକେସନ୍) ଫିଚର୍ ରହିଛି। କମ୍ପାନୀ ଗତମାସରେ ଭାରତରେ Note 8 ଲଞ୍ଚ୍‌ କରିଥିଲା। ତେଣୁ 8Tକୁ ମଧ୍ୟ କମ୍ପାନୀ ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ କରପାରେ। କମ୍ପାନୀ ଏହାକୁ ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରିଛି। 3GB/32GB, 4GB/64GB ଓ 4GB/128GBରେ ଲଞ୍ଚ୍ ହୋଇଥିବା […]

note-8t

note-8t

Chinmayee Roy
  • Published: Sunday, 10 November 2019
  • Updated: 10 November 2019, 08:38 AM IST

Sports

Latest News

ନୂଆଦିଲ୍ଲୀ: ଶାଓମି ସ୍ପେନ୍‌ରେ Redmi Note 8 ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏହାର ନାଁ ରଖାଯାଇଛି Redmi Note 8T। ଏହାର ବିଶେଷତ୍ତ୍ୱ ହେଉଛି ଏଥିରେ ଏନ୍‌ଏଫ୍‌ସି (ନିୟର ଫିଲ୍ଡ କମ୍ୟୁନିକେସନ୍) ଫିଚର୍ ରହିଛି। କମ୍ପାନୀ ଗତମାସରେ ଭାରତରେ Note 8 ଲଞ୍ଚ୍‌ କରିଥିଲା। ତେଣୁ 8Tକୁ ମଧ୍ୟ କମ୍ପାନୀ ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ କରପାରେ।

କମ୍ପାନୀ ଏହାକୁ ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରିଛି। 3GB/32GB, 4GB/64GB ଓ 4GB/128GBରେ ଲଞ୍ଚ୍ ହୋଇଥିବା ଏହି ଫୋନ୍‌ଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୪ ହଜାର, ୧୫ ହଜାର ୬୦୦ ଓ ୧୯ ହଜାର ୬୦୦ ଟଙ୍କା ରହିଛି।

ଫିଚର୍

ଡିସ୍‌ପ୍ଲେ ସାଇଜ୍‌: ୬.୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, 1080×2340 ପିକ୍ସେଲ୍ନ୍

ଆଣ୍ଡ୍ରଏଡ୍‌ ଭର୍ସନ: MIUI 10 ଆଣ୍ଡ୍ରଏଡ୍‌ 9 ପାଇ

ପ୍ରୋସେସର୍: ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 665

ରାମ୍: 3 GB, 4 GB

ଷ୍ଟୋରେଜ୍: 32 GB, 64 GB, 128 GB

କଲର ଅପ୍‌ସନ୍‌: ଷ୍ଟାରସ୍କେପ୍ ବ୍ଲୁ, ମୁନ୍‌ଲାଇଟ୍ ହ୍ୱାଇଟ୍ ଓ ମୁନ୍‌ ଶେଡ୍ ଗ୍ରେ

ରିୟର କ୍ୟାମେରା: 48 MP + 8MP + 2MP + 2MP

ଫ୍ରଣ୍ଟ୍‌ କ୍ୟାମେରା: 13 MP

ବ୍ୟାଟେରୀ: 4000mAh ୱିଥ୍ 18 ୱାଟ୍ ଚାର୍ଜିଂ ସପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story