ଭାରତରେ ଏନ୍‌ବିଏଫ୍‌ସି ଖୋଲିବ ସାଓମି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ ବଜାରରେ ପତିଆରା ଜାହିର୍‌ କରିଥିବା ଚାଇନାରା ସ୍ମାର୍ଟଫୋନ୍‌ କମ୍ପାନୀ ନୂଆ କ୍ଷେତ୍ରରେ ପାଦ ଦେବ। ଭାରତରେ ଏହି କମ୍ପାନୀ ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ(ଏନ୍‌ବିଏଫ୍‌ସି) ‍‍କ୍ଷେତ୍ରରେ ପ୍ରବେଶ କରିବ। ଏହାର ନାଁ ରହିବ ସାଓମି ଫାଇନାନ୍ସିଆଲ୍ ସର୍ଭିସ୍ ଇଣ୍ଡିଆ। ଏଥିପାଇଁ ସାଓମି ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଞ୍ଜୁରୀ ପାଇଁ ଆବେଦନ କରିବ। ଫଳରେ ଏହି କମ୍ପାନୀ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସ, ଲାଇଫ୍‌ ଷ୍ଟାଇଲ୍‌ […]

mi-edit

mi-edit

Jagamohan Maharana
  • Published: Wednesday, 17 October 2018
  • Updated: 17 October 2018, 09:42 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ ବଜାରରେ ପତିଆରା ଜାହିର୍‌ କରିଥିବା ଚାଇନାରା ସ୍ମାର୍ଟଫୋନ୍‌ କମ୍ପାନୀ ନୂଆ କ୍ଷେତ୍ରରେ ପାଦ ଦେବ। ଭାରତରେ ଏହି କମ୍ପାନୀ ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ(ଏନ୍‌ବିଏଫ୍‌ସି) ‍‍କ୍ଷେତ୍ରରେ ପ୍ରବେଶ କରିବ। ଏହାର ନାଁ ରହିବ ସାଓମି ଫାଇନାନ୍ସିଆଲ୍ ସର୍ଭିସ୍ ଇଣ୍ଡିଆ। ଏଥିପାଇଁ ସାଓମି ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଞ୍ଜୁରୀ ପାଇଁ ଆବେଦନ କରିବ।

ଫଳରେ ଏହି କମ୍ପାନୀ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସ, ଲାଇଫ୍‌ ଷ୍ଟାଇଲ୍‌ ପ୍ରଡକ୍ଟ, ଫର୍ନିଚର ଠାରୁ ଆରମ୍ଭ କରି ଯାନ କ୍ରୟ କ୍ଷେତ୍ରରେ ଋଣ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos